Sign in
Sign in
Recover your password.
A password will be e-mailed to you.
Monthly Archives
April 2021
କରୋନା ପାଇଁ କୋଟିଆରେ ୧୪୪ ଧାରା ଜାରି
କୋରାପୁଟ: ଆନ୍ଧ୍ର କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ!-->…
ଓଡ଼ିଶାର ଭାବ, ଭୂଗୋଳର ବିକଳ୍ପ ନାହିଁ : ରାଜ୍ୟପାଳ
ଭୁବନେଶ୍ୱର : ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି । ଏଠି ସୁଖ ଓ ଶାନ୍ତି ସଦା ବିରାଜିତ । ଓଡ଼ିଶାର ଲୋକମାନେ ଅଧ୍ୟାତ୍ମ ଭାବରେ ନିମଜ୍ଜିତ । ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ । ଓଡ଼ିଶାର ଭାବ ଓ ଭୂଗୋଳର ବିକଳ୍ପ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ!-->…
ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ଅଦାଲତ
*ଏପ୍ରିଲ୍ ୮ ରୁ ୩୦ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଅଭିଯୋଗ ଗ୍ରହଣ
*ଜୁନ୍ ୩୦ ତାରିଖ ସୁଦ୍ଧା ଚୁଡ଼ାନ୍ତ ନିଷ୍ପତ୍ତି
ରାଜ୍ୟରେ ନବମ ଓ ଏକାଦଶ କ୍ଲାସ୍ ବନ୍ଦ
*ନବମ ଏବଂ ଏକାଦଶ ଶ୍ରେଣୀ ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ |
*ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ
ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ
ଭଦ୍ରକ: ଭଦ୍ରକ ବ୍ଲକ ଚରମ୍ପା ଏରେଇଁ ପଞ୍ଚାୟତ ଧଳସାହିରେ କୋରନା ପଜିଟିଭ୍ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ | ଘର ଘର ସର୍ଭିଲାନ୍ସ ସହ ଚିଲିଛି ଟ୍ରେସିଂ ଓ ଟେଷ୍ଟିଂ |
ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍
ଛତିଶଗଡ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି ରାଜ୍ୟ ସରକାର ।ତେବେ ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।୯ ତାରିଖ ସନ୍ଧ୍ୟା ୬ରୁ ୧୯ ତାରିଖ ସକାଳ ୬ଟା!-->…
ଶ୍ରୀମନ୍ଦିରରେ ମରାମତି ଯାଞ୍ଚ କଲେ ଏଏସଆଇ
ପୁରୀ : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି ।
ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନା କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ ।!-->!-->!-->…
ଟ୍ୱିନସିଟିରେ ନୀଳ ଜହର ବେପାରର ନୂଆ ତରିକା
*ସୁରକ୍ଷା କବଚ ସାଜୁଛନ୍ତି ମହିଳା, ବିଳାସପୂର୍ଣ୍ଣ ଗାଡ଼ି |
*ବିପୁଳ ପରିମାଣର ଗଞ୍ଜେଇ ଜବତ, ୮ ଗିରଫ |
