Odia News Portal
Monthly Archives

April 2021

କରୋନାରେ ଚଳଚ୍ଚିତ୍ର ନିର୍ମାତାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଜଗତର ବିଶିଷ୍ଟ ନିର୍ମାତା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମଲାଶ୍ରୀଙ୍କ ସ୍ୱାମୀ ରାମୁଙ୍କର ସୋମବାର COVID-19 କାରଣରୁ ଦେହାନ୍ତ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର

ପହିଲାରେ ଋଷିଆରୁ ଆସିବ ସ୍ପୁଟନିକ୍-ଭି ଟିକା

ମସ୍କୋ:ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ  କରୋନା ଟିକାକରଣ । ଟିକାକରଣ ନେଇ ଏକ ଖୁସି ଖବର ଆସିଛି । କୋଭିଡ-19 ବିରୋଧରେ ଋଷିଆର ସ୍ପୁଟନିକ୍-ଭି ଟିକାକୁ ଭାରତ ମେ ୧ ରେ ପ୍ରଥମ ବ୍ୟାଚ୍ ଗ୍ରହଣ କରିବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍

ବେଲଗାମ୍ କରୋନାସ୍ଥିତି: ୨୪ ଘଣ୍ଟାରେ ୬୦୭୩ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୨୨ ଜଣ କ୍ବାରେଣ୍ଟାଇନ୍‌ରେ

ବିଜୟଧାରାକୁ ଫେରିଲା କେକେଆର

ଅହମ୍ମଦାବାଦ : କ୍ରମାଗତ ଚାରି ମ୍ୟାଚରେ ହାରିବା ପରେ ବିଜୟ ଧାରାକୁ ଫେରିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର) । ଇଅନ୍ ମୋର୍ଗାନଙ୍କ କପ୍ତାନୀ ଇନିଂସକୁ ଭିତି କରି କେକେଆର ଦମଦାର ବିଜୟ ହାସଲ କରିଛି ।ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌ର ୨୧ତମ

ଭାରତକୁ ଅକ୍ସିଜେନ ସହାୟତା ଦେବ ଗୁଗଲ୍,ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଭୂତାଣୁର ପ୍ରକୋପ ଏତେ ମାତ୍ରା ବଢିଯାଇଛି ଯେ, ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡୁଛି । ଯେମିତି ଲାଗୁଛି ଦୁଃଖର ପାହାଡ ଉପରେ ଛିଡା ହୋଇଛି ଭାରତ । ଏହାରି ଭିତରେ ସହଯୋଗର ହାତ ବଢାଉଛନ୍ତି ବଡ ବଡ ଦେଶ । ତେବେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଗୁଗଲ୍

କେନ୍ଦ୍ର ଅବହେଳାରୁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟିଅବହେଳା ଯୋଗୁଁ ରାଜ୍ୟରେ ବିଳମ୍ବ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ| ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ସୂଚନା ପ୍ରଦାନ କରିଛନ୍ତି । ପିଏମ କେୟାର୍ସ ଫଣ୍ଡ୍

ବାଇଡେନଙ୍କ ବଡ ହୃଦୟ, ପଠାଇଲେ ଅତ୍ୟାବଶ୍ୟକ ଉପକରଣ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବନ୍ଧୁତ୍ୱର ଦିଗଦର୍ଶନ ଦେଇଛନ୍ତି । ତାଙ୍କର ବଡ ହୃଦୟର ପରିଚୟ ଦେଇଛନ୍ତି । ଆମେରିକା ପଠାଇଥିବା ୩୧୮ଟି "ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍' ଆଜି ଆସି ପହଞ୍ଚିଛି । ନ୍ୟୁୟର୍କରୁ ଏୟାର ଇଣ୍ଡିଅ । ବିମାନ ଯୋଗେ ଏହି "ଅକ୍ସିଜେନ୍