Odia News Portal
Monthly Archives

June 2021

ସେପ୍ଟେମ୍ବରରେ ଆସିବ କୋଭାଭାକ୍ସ

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିବ କେରାନା ଟିକା କୋଭାଭାକ୍ସ । ସେପ୍ଟେମ୍ବରରେ ଉପଲବ୍ଧ ନେଇ ଆଶା ପ୍ରକାଶ କରିଛି ଭାରତର ଟିକା ଉତ୍ପାଦନ କେନ୍ଦ୍ର ସେରମ । ଆମେରିକାର ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ ଟିକା ହେଉଛି କୋଭାଭାକ୍ସ । ଯାହାର ଚାହିଦା ଅଧିକ ରହିଛି । ବିଶ୍ୱରେ ଏହି

କରୋନା ନେଇ ଓଡ଼ିଶା ପୋଲିସର ସୂଚନା

ଭୁବନେଶ୍ୱର: କରୋନା କଟକଣାକୁ ନେଇ ପୋଲିସ ଡିଜିଙ୍କ ସୂଚନା । ଡିଜି କହିଛନ୍ତି କି, ଏବେ କରୋନାର ପ୍ରକୋପ ପୁରା କମିନାହିଁ । ଏଣୁ ସତର୍କ ରହିବାକୁ କୁହାଯାଇଛି । ଆମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୫ରୁ ଏଯାବତ ୧ହଜାର ୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁମାନେ କଟକଣା ମାନି

କରୋନାର ଦ୍ୱିତୀୟ ଲହରରେ ୨ ଲକ୍ଷ କୋଟି କ୍ଷତି ହୋଇଛି: ଆରବିଆଇ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶରେ ଅନେକ କ୍ଷତି ହୋଇଛି । ଅନେକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଜୀବିକା ମଧ୍ୟ ହରାଇଛନ୍ତି । ତେବେ ଦେଶର ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ

ସରଳ ଦୟାବେନଙ୍କ ବୋଲ୍ଡ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସୋନି ସବରେ ପ୍ରସାରିତ ହେଉଥିବା କମେଡ଼ି ସିରିଏଲ ଉଲଟା ଚଷମାର ଦୟାବେନଙ୍କ ସରଳ ପଣିଆଁ ସମସ୍ତଙ୍କ ବେଶ ଭଲ ଭାବରେ ଜଣା । ସିରିଏଲରେ ବେଶ ସରଳ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଏହି ଅଭିନେତ୍ରୀ । ତେବେ କିଛିଦିନ ହେବ ଏହି ସିରିଏଲରେ ନଜର ଆସୁ ନଥିବା ଦୟାବେନଙ୍କୁ ର୍ଦାକେ

ଦୀପଗ୍ରେସଙ୍କୁ ଅଲମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲମ୍ପିକ ଲାଗି ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଟିକଟେ ମିଳିଛି । ଆଜି ଏହି ଗସ୍ତ ଲାଗି ୧୬ ଜଣିଆଁ ଟିମ୍ ଘୋଷଣା ହୋଇଛି । ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଦୀପଗ୍ରେସ୍‌ଙ୍କୁ ଟିକେଟ୍ ମିଳିଛି । ପୂବରୁ ରିଓ ଅଲମ୍ପିକରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ତେବେ ସେ

ଓଲଟିଲା ପରିବା ବୋଝେଇ ଟ୍ରକ, ଲୋକେ ବୋହିନେଲେ ପରିବା

ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି

ବାୟା କଲା ଶାଳୀ ପ୍ରେମ, ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ୟୁପି: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ଲୋକକୁ କିଛି ଦେଖାଯାଏ ନାହିଁ । ପ୍ରେମରେ ପଡ଼ିବା ପରେ କିଛି ପ୍ରେମିକ ପାଗଳାମି କରୁଥିବାର ନଜିର ମଧ୍ୟ ରହିଛି । ତେବେ ଜଣେ ବିବାହିତ ପୁରୁଷ ନିଜ ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଏମିତିକି ଶାଳୀକୁ ପାଇବା ଲାଗି ରାସ୍ତାରୁ

ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ସଫେଇ କର୍ମଚାରୀଙ୍କ ଲାଗି ଦିନଟିଏ । ସହରର ପରିବେଶକୁ ସୁସ୍ଥ ରଖିବାରେ ଏମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ମହାମାରୀ କରୋନା ସମୟରେ ଲୋକେ ଘରୁ ବାହାରୁନଥିବା ବେଳେ ଏମାନେ ନିଜ ଜୀବନକୁ ପାଣି ଛଡ଼ାଇ କାମରେ ଯୋଗ ଦେଇଛନ୍ତି

ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ପୁରୀରେ ଏୟାରପୋର୍ଟ ନିର୍ମାଣ ଲାଗି ବହୁଦିନ ହେବ ଚର୍ଚ୍ଚା ହେଉଥିଲା । ବିମାନବନ୍ଦର ନିର୍ମାଣ ଲାଗି ଯେଉଁସ୍ଥାନ ପ୍ରସ୍ତାବ ଦିଆଯାଇଥିଲା ଆଜି ସେଠାରେ ସର୍ଭେ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଅଥରିଟି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବା ସୂଚନା

ଆଦିବାସୀଙ୍କ କାନ୍ଧ ପାଲଟିଛନ୍ତି ମାଲକାନଗିରିର ଆଶା ଦିଦି ପଦ୍ମା ପାଙ୍ଗୀ

ମାଲକାନଗିରି: ମୁଣ୍ଡ ଉପରେ ଡହଡହ ଖରା । ହାତରେ ଫାଇଲ ଓ ମୁହଁରେ ମାସ୍କ ପିନ୍ଧି କରୋନା ଯୁଦ୍ଧରେ ଜିତିବାକୁ ପ୍ରୟାସ । ଲୋକମାନଙ୍କୁ ସେଚତନ କରିବା ସହ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଆଶା ଦିଦି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳ ଅଣ୍ଡ୍ରାହଲ