Odia News Portal
Monthly Archives

June 2021

ଆକ୍ସନ ମୁଡ୍‌ରେ ପାଟପୁର ପୋଲିସ

ଗଞ୍ଜାମ: ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ । ବେଆଇନ ଭାବେ ଚାଲିଥିବା ଫ୍ୟାକ୍ଟ୍ରି ଉପରେ କରିଛି ଚଢ଼ାଉ । ବେଆଇନ ଭାବେ ନାମୀ ଦାମୀ କମ୍ପାନୀର କୋଲଡ୍ରିଙ୍କ, ପାଣୀ ଓ କୁରକୁରି ତିଆରି କରି ମାର୍କେଟକୁ ପଠାଉଥିବା କମ୍ପାନୀ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ,

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା

୭ ବର୍ଷ ଝିଅକୁ ଶୌଚାଳୟରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନାଗପୁର: କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ନର ରାକ୍ଷସ । ସାମାନ୍ୟ ଦେହର ସୁଖ ଲାଗି ବୟସର ତାରତମ୍ୟ ଦେଖୁନାହିଁ ଦେହଲୋଭୀ ମଣିଣ । ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ୨୫ ବର୍ଷୀୟ ଯୁବକ । ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜା ଜନକ ଖବର । ପୋଲିସ ଅଭିଯୁକ୍ତ

ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖେଳାଳୀ, ପଢ଼ନ୍ତୁ କିଏ କେତେ ରନ କଲେ

ସାଉଥମ୍ପନ୍‌: ଆସନ୍ତା ୧୮ ତାରିଖରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସସିପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ଇଣ୍ଟର ପ୍ରାକ୍ଟିସ ମ୍ୟାଚ ଖେଳିଛି । ତେବେ ଏହି ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ

ଆସନ୍ତାକାଲି ଶୀତଳ ଷଷ୍ଠୀ

ଭୁବନେଶ୍ୱର: ଆସନ୍ତାକାଲି ହେଉଛି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ । ମହାଦେବ ଶିବଙ୍କ ସହ ଗିରି ନନ୍ଦିନୀ ପାର୍ବତୀଙ୍କ ବିବାହ । ଏଥି ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଏଠାରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ଚଳିତ ବର୍ଷ ଟିକେ ଫିକା ପଡିଛି । ତେବେ କରୋନା କଟକଣାକୁ ମାନି

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଶ୍ରମିକ ହଟାଇବା ଲାଗି ସରକାର କେତେ ଯୋଜନା କରିଛନ୍ତି । ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟରେ ସେମାନଙ୍କୁ ବିଭିନ୍ନ ମାଗଣା ସାମଗ୍ରୀ ଦିଆଯାଉଛି । ତେବେ ସମାଜରେ ଶିକ୍ଷିତ ହୋଇ ଶିଶୁ ଶ୍ରମିକ ଭଳି ପ୍ରଥାକୁ ପ୍ରଶୟ ଦେଇଛନ୍ତି

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ମହାମାରୀ ଲାଗି ବନ୍ଦ ହୋଇ ରହିଥିବା ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଏହି ଐତିହ୍ୟସ୍ଥଳୀ ଖୋଲାଯିବ । ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଖୋଲିକା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।