Odia News Portal
Monthly Archives

July 2021

ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ଜାତୀୟ ରାଜନୀତିରେ ଏକ ବଡ ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସାମଜ ସେବା କରିବାକୁ ସେ ରାଜନୀତିରେ…

ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଆଜି ଖେଳାଯାଇଥିବା…

ରାଜ୍ୟରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲିବ ଆଂଶିକ ସଟ୍‌ଡାଉନ

ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧…

ରାଜ୍ୟରେ ଖୋଲିବ ସିନେମା ହଲ୍‌, ପାର୍କ, ପର୍ଯ୍ୟଟନସ୍ଥଳୀ

ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି । କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ରାଜ୍ୟର ୨୭…

କ୍ୱାଟର ଫାଇନାଲରେ ହାରିଲେ ପୂଜା ରାଣୀ

ଭାରତ ପାଇଁ ପ୍ରଥମ ପଦକ ମୀରାବାଈ ଚାନୁ ଜିତିଥିଲେ। ଏହା ପରଠୁ ଭାରତ ଗୋଟିଏ ହେଲେ ପଦକ ଜିତି ପାରିନାହିଁ। ଗତକାଲି ପଦକର ସବୁଠୁ ବଡ ଆଶା ଦୀପିକା କୁମାରୀ ହାରିଥିଲେ। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ …

ବନ୍ଦନା କଟାରିୟାଙ୍କ ହାଟ୍ରିକ ଗୋଲ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ…

ଆଇପିଏସ୍ ପ୍ରୋବେସନରଙ୍କୁ ମୋଦୀଙ୍କ ମନ୍ତ୍ର

PS ପ୍ରୋବେସନରଙ୍କୁ ଦିଗଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।  ହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ…

ଭାରତୀୟ ସେନାକୁ ବଡ ସଫଳତା

ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ଶନିବାର ଦିନ ସେନା ଓ ସ୍ଥାନୀୟ ପୋଲିସକୁ ବଡ ସଫଳତା ମିଳିଛି । ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରର ଭଣଜା । ତାର ନାମ ଇସମାଇଲ ଓରଫ ଲମ୍ବୁ ।…

ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣ

ହାଇକୋର୍ଟରେ ମାମଲା ଶୁଶାଣିର ହେବ ସିଧା ପ୍ରସାରଣ । ଏଥିପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ଏହି ନୂଆ ନିୟମାବଳୀ ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ…

ଯୋଗାଣ ବିଭାଗ ଯୋଗାଉନି ସଚେତନତା ଅର୍ଥ, ଛଟପଟ ଯୋଗାଣ ବାବୁ

ଭୁବନେଶ୍ୱର : ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସ୍ତରର ଯୋଗାଣ ଅଧିକାରୀମାନେ ପଛଘୁଞ୍ଚା ଦେଲେଣି । କାରଣ ହେଉଛି ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଯେଉଁ ପରିମାଣର ନିର୍ଦ୍ଦେଶ ଦିଆଯାଉଛି ସେହି ଅନୁଯାୟୀ ଅର୍ଥ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି…