Odia News Portal
Yearly Archives

2021

ଜାଣନ୍ତୁ ଆର୍ୟନଙ୍କ ଜାମିନ୍ ପଛରେ କଣ ରହିଛି ସର୍ତ୍ତ

ମୁମ୍ବାଇ : ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଜାହାଜରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଆରୟନ୍ ଖାନଙ୍କୁ ୨୫ ଦିନ ପରେ ହାଇକୋର୍ଟରୁ ଜାମିନ ମିଳିଛି । କୋର୍ଟରେ ତାଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଆରୟନ୍

ସାବାସ୍ ରଜତ୍

ଭୁବନେଶ୍ୱର: ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ସେବା । ନିଜର କର୍ମ କରିବା ସହ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଲୋକ ଆଜି କାଲି ସମାଜରେ ବହୁତ କମ ମିଳନ୍ତି । ତେବେ ଆଜି ଆମେ ଏମିତି ଜଣେ ପୋଲିସବାବୁଙ୍କ ବିଷୟରେ କହିବୁ ଯିଏକି, ନିଜର କର୍ତ୍ତବ୍ୟ ଲାଗି ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କର

ଆରପାରିରେ କନ୍ନଡ ଅଭିନେତା ପୁନୀତ ରାଜକୁମାର

ନୂଆଦିଲ୍ଲୀ: କନ୍ନଡ ସିନେମାର ପାୱାର୍ ଷ୍ଟାର୍ କୁହାଯାଉଥିବା ଅଭିନେତା ପୁନିଥ୍ ରାଜକୁମାରଙ୍କ ଶୁକ୍ରବାର ଦିନ ନିଧନ ହୋଇଯାଇଛି । ଅକ୍ଟୋବର ୨୯ ତାରିଖରେ ତାଙ୍କ ହୃଦଘାତ ହୋଇଥିବା ବେଳେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି

ନଭେମ୍ବର ୬ରେ ବିଜେଡିରେ ମିଶିବେ ପ୍ରଦୀପ ମାଝୀ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି

କଟକ : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଆର୍‌ସି ନିଷ୍ପତ୍ତି ନେବେ। କୋଭିଡ୍‌

ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ

ଭୁବନେଶ୍ୱର: ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଗତକାଲି ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କ ଘର ସମେତ ୫ଟି ଠିକଣା ଉପରେ ଚଢାଉ କରିଥିଲା ଭିଜିଲାନ୍ସ । ଜବତ ସଂପତ୍ତି ତାଲିକା କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ ।

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ପାକିସ୍ତାନ

ଦୁବାଇ : ଟି-୨୦ ବିଶ୍ୱକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଏପଟେ ଆଫ୍‌ଗାନିସ୍ତାନ ବଡ଼ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇଛି। ଏହି ମ୍ୟାଚରେ

ଟିଏମସିରେ ମିଶିଲେ ଲିଆଣ୍ଡର ପେସ୍

କୋଲକାତା: ପଶ୍ଚିମବଙ୍ଗରେ ଅଧିକ ବଳଶାଳୀ ହେବାକୁ ଲାଗିଛି ଟିଏମସି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଉଛନ୍ତି । ତେବେ ଆଜି ପୁଣି ଜଣେ ଷ୍ଟାର ଟିଏମସିରେ ସାମିଲ ହୋଇଛନ୍ତି । ଭାରତୀୟ ଟେନିସ ଖେଳାଳୀ

ରାଜ୍ୟର ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ଅଦଳବଦଳ

କଟକ: ବିଚାରବିଭାଗୀୟ ଅଧିକାରୀ ସ୍ତରରେ ଆଜି ଏକ ବଡଧରଣର ବଦଳି ହୋଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୭୭ଜଣ ବିଚାରବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ସ୍ଥାନରୁ ବଦଳି କରାଯାଇଛି। ହିରଣ୍ୟମୟୀ ବିଷୋୟୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଏବଂ

ସରକାରୀ ଡାକ୍ତରଙ୍କ କାରସାଦି, କୋଭିଡ ରିପୋର୍ଟ ଆଳରେ ଘରୋଇ କ୍ଲିନିକରେ ଚିକିତ୍ସା

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ । ହେଲେ ସେହି ଡାକ୍ତରଯେତେବେଳେ ନିକଟସ୍ଥ ଘରୋଇ କ୍ଲିନିନକୁ ଯାଇ ରୋଗୀ ଦେଖୁଛନ୍ତି ଆଉ କୋଭିଡ ରିପୋର୍ଟ ଆବଶ୍ୟକ ହେଉନାହିଁ । ରାଜ୍ୟର ପ୍ରାୟ ସବୁ ସରକାରୀ ଡାକ୍ତରଖାନାରେ ଏହି ଅବସ୍ଥା ।