Odia News Portal
Yearly Archives

2021

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ

ଭଦ୍ରକ; ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ରାସ୍ତାରେ । ଧାମନଗରକୁ ଯାଇଥିବା ରାସ୍ତା ମଝିରେ ଜଳିଗଲା କାର । ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ମିଳିଥିବା ସୂଚନା ଅନୁଯାୟୀ ଅଟୋଟି ୧୦୦୦

ମ୍ୟାଚ୍‌ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ

ଦୁବାଇ: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍‌ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ ଅଧିକ କ୍ରିକେଟ ମ୍ୟାଚ୍‌

ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଋତୁପର୍ଣ୍ଣା । ଏକଲବ୍ୟ ପୁରସ୍କାର ଜୁରୀ କମିଟିରେ ଋତୁପର୍ଣ୍ଣାଙ୍କ ନାଁ ଚୟନ କରାଯାଇଛି । ପୁରସ୍କାର ସ୍ୱରୂପ ଋତୁପର୍ଣ୍ଣାଙ୍କୁ ମିଳିବ ନଗଦ ୫ ଲକ୍ଷ

ଯାଜପୁରରେ ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର: ଛତିଆ ବିଦ୍ୟାଧରପୁରରେ ଚାଲିଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ରବିବାର ଅଚାନକ ଚଢାଉ ହୋଇଛି। ଏଥିରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଖବରପାଇ ସ୍ପେସିଆଲ ସ୍କ୍ବାଡ ଉକ୍ତ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲେ। ଏହା ସହିତ ୨

ଦାମ୍ପତ୍ୟ ଜୀବନରେ ସୁଖି ରହିବା ଲାଗି ଆପଣାନ୍ତୁ ଏହି ଉପାୟ

ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ କିଛି ଉପାୟ ରହିଛି। ସେହି ଉପାୟ ଗୁଡିକ ମାନିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ସେହି ଉପାୟ ସମ୍ବନ୍ଧରେ ..ଶୁକ୍ରବାର ଦିନ ସ୍ବାମୀ-ସ୍ତ୍ରୀ ଏକାସହ ଫୁଲ କିଣି ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ୍। କେବଳ

ମୋଦି ସରକାରଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ବେଶ ସକ୍ରିୟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସେ ଘେରଉଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା

ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଆଜି ଚେନ୍ନାଇରେ ତାଙ୍କ ଘର ବାହାରେ ଗଣମାଧ୍ୟମକୁ ଭେଟିଛନ୍ତି । ସେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଜିତିବା ବିଷୟରେ ସାମ୍ବାଦିକମାନଙ୍କ ସହ କଥା ହୋଇଛନ୍ତି। ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ

ରାୟପୁରରେ ଅଛନ୍ତିକି ଦିବ୍ୟଶଙ୍କର, ଖୁବଶୀଘ୍ର ହୋଇପାରନ୍ତି ଜେରା

ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । ବିରୋଧୀମାନେ ଘନଘନ ପ୍ରେସମିଟ୍ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି । ତେବେ ଖୁବଶୀଘ୍ର ମନ୍ତ୍ରୀଙ୍କୁ ଜେରା କରିପାରେ

ରାଜଧାନୀରେ ଟମାଟୋ କିଲୋ ୮୦ ଟଙ୍କା

ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବାର ଦର ଆକାଶ ଛୁଅାଁ ହୋଇଛି । ଟମାଟୋ କିଲୋ ପ୍ରତି ଏବେ ୮୦ ଟଙ୍କା ଉପରେ ରହିଛି । ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ

ଅନନ୍ୟାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟର ଅଫର

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ