ପରିବା ଦର ଆକାଶଛୁଆଁ
ଭୁବନେଶ୍ୱର: କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି । ସବୁ ପରିବାର ଦର ଏବେ ବଢ଼ିବାରେ ଲାଗିଛି । ଯାହାକି ସିଧାସଳଖ ଭାବେ ଗ୍ରାହାକଙ୍କୁ ବାଧୁଛି । ଆଗରୁ ୩୦୦ ଟଙ୍କାରେ ବ୍ୟାଗ ଫୁଲ ହେଉଥିବାବେଳେ ଏବେ ୫୦୦ଟଙ୍କା ବି ଅଣ୍ଟୁନି । ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ!-->…