Odia News Portal
Yearly Archives

2021

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ

ଜାଣନ୍ତୁ ଆଜି କେଉଁଠି କେତେ ଟଙ୍କା ଅଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ହୁ ହୁ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ସବୁଠି ପ୍ରାୟ ୧୧୦ ଉପରେ ରହିଛି ପେଟ୍ରୋଲ ଦର । ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଲଗାମ ଲାଗୁନି। ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା

ଆଜିଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ପିଜି ନାମଲେଖା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ବିଭାଗରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଚୟନ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ ହଜାର ୨୧୪ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୪ ହଜାର ୭୧୩

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର : ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଏଠାରେ ପହଁଞ୍ଚତ୍ବା ପରେ ଏହି ଟିମ୍‌ ଏସପି ଅଫିସକୁ ଯାଇ ଏସପି ନୀତିନ

ଆଜି ରାଜ୍ୟରେ ୪ ଜୀବନ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ କହୁଥିଲେ

ଭୁବନେଶ୍ୱର: ଯେତେବେଳେ ତମ ମନରେ କ୍ରୋଧ ଆସୁଛି ସାଙ୍ଗେ ସାଙ୍ଗେ ଶ୍ରୀ ସାଇ ବାବାଙ୍କୁ ପ୍ରାର୍ଥନା କର ଏବଂ ସତଚରିତ ପାଠକର । ଏହାର ପ୍ରଭାବରେ ମନ ଶାନ୍ତ ହୋଇଥାଏ ଏବଂ ଧିରେ ଧିରେ କ୍ରୋଧ ନିୟନ୍ତ୍ରଣାଧିନ ହୋଇଯାଏ । ଯେତେବେଳେ ତମର କାହା ଉପରେ କ୍ରୋଧ ଆସୁଛି ତା’ ସହିତ କଳହ ନକରି, ନିରବରେ

ବନ୍ଧାହେଲା କୋଟିପତି ଗଞ୍ଜେଇ ବେପାରୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ଥ କରି ବିଭିନ୍ନ ଉନ୍ନୟନମୂଳକକାର୍ୟ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଅଧୁନିକକରନ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ୟ୍ୟ ସମୂହ ପରିଦର୍ଶନ କରିଥିଲେ । ସମସ୍ତ କାର୍ୟ୍ୟ ଶୀଘ୍ର

କେଶ ଝଡ଼ୁଛି କି? ଅପାଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ପାଞ୍ଚଟି ଖାଦ୍ୟ ଯାହାକୁ ଭୋଜନରେ ସାମିଲ କରିବା ଦ୍ବାରା ଆପଣ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଅଣ୍ଡା: ଭିଟାମିନରେ ଭରପୁର ଅଣ୍ଡା କେଶର ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ

‘ବଣ୍ଟି ଔର୍ ବବଲି ୨’ ର ଟିଜର ରିଲିଜ୍

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ‘ବଣ୍ଟି ଔର ବବଲି ୨’ ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଫିଲ୍ମଟି ୨୦୦୫ ମସିହାରେ ରିଲିଜ୍ ହୋଇଥିବା ବଣ୍ଟି ଔର ବବଲି ର ସିକ୍ୱଲ । ପ୍ରଥମ ଫିଲ୍ମରେ ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜି ନଜର ଆସିଥିଲେ କିନ୍ତୁ ଏହାର ପାର୍ଟ ୨ ରେ ରାଣୀ