ମମିତା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଆରମ୍ଭ
କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୂରା ଅଞ୍ଚଳକୁ କବଜାକୁ ନେଇଛି । ସ୍କୁଲ ପରିସରରେ ମାଟି ଖୋଳିପାରେ ପୋଲିସ । ଏନେଇ ମାଜିଷ୍ଟ୍ରେଟଙ୍କ!-->…