Odia News Portal
Yearly Archives

2021

ଆଜି ପବିତ୍ର ବିଜୟା ଦଶମୀ

ଭୁବନେଶ୍ୱର: ଆଜି ଦୁର୍ଗତି ନାସିନୀ ମା ଦୁର୍ଗାଙ୍କ ପୂଜା । ପବିତ୍ର ବିଜୟା ଦଶମୀ ବା ଦୁର୍ଗାପୂଜା ଲାଗି ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଯଦିଓ କରୋନା କଟକଣା ଯୋଗୁଁ ଚଳିତବର୍ଷ ଆଡ଼ମ୍ବରରେ ପାଳନ କରାଯାଇନାହିଁ ତଥାପି ସବୁଠି ମାଙ୍କ ପୂଜାଚ୍ଚନା କରାଯାଇଛି ।

ଦଶହରାରେ କନ୍ଧମାଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର: ନିଆରା ପଦକ୍ଷେପ ଏବଂ ନୂଆ ଯୋଜନା ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ମଧ୍ୟ ସଭିଙ୍କ ପ୍ରିୟ ହୋଇଛନ୍ତି ନବୀନ । ଶାରଦୀୟ ପୂଜା ଅବସରରେ କନ୍ଧମାଳବାସୀଙ୍କୁ ପୁଣି ଥରେ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ସରିଲା ଆର୍ୟନଙ୍କ ଶୁଣାଣି, ୨୦ରେ ରାୟ

ମୁମ୍ୱାଇ - ଆସନ୍ତା ୨୦ତାରିଖ ଯାଏ ଜେଲ୍‌ରେ ରହିବେ ଆମୁମ୍ୱାଇ : କ୍ରୁଜ୍‌ ଶିପ୍‌ ଡ୍ରଗ୍ସ କେସ୍‌କୁ ନେଇ ଆର୍ଥର ରୋଡ୍‌ ଜେଲ୍‌ରେ କଏଦ୍ ଆର୍ୟନ ଖାନଙ୍କର ଜାମିନ୍‌ ଗୁରୁବାର ମୁମ୍ୱାଇକୁ ସେସନ୍ସ କୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଏନ୍‌ସିବି ଓ ଆର୍ୟନ ଖାନ୍‌ଙ୍କ ଓକଲିଙ୍କର ତର୍କ ଶୁଣିବା ପରେ

ଆସନ୍ତାକାଲି ଭକ୍ତଙ୍କ ଲାଗି ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଦଶହରା ଜଗା ଦର୍ଶନ ବନ୍ଦ । ବିଜୟା ଦଶମୀରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଉପରେ କଟକଣା । ଦଶହରାରେ ଶ୍ରୀଜୀଉଙ୍କ ସୁନାବେଶ କରାଯିବ । ସେହିଭଳି ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ

ବଡ଼ ଧରଣର ଅଘଟଣ, ବିଲ୍ଡିରେ ନିଆଁ ଲାଗି ୪୬ ମୃତ

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ବି ଆସିପାରେ । ତାଇୱାନର ୟାନଚେଙ୍ଗ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ନିଆଁକୁ ଏବେ ସାମାନ୍ୟ ଆୟତ୍ତ କରାଯାଇଥିବା ବେଳେ ଉଦ୍ଧାର

ଆସିବ ‘ଗଦ୍ଦର-୨’

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେୱଲଙ୍କ ଅଭିନୀତ ଗଦ୍ଦର ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ଗୁରୁ ଗମ୍ଭୀର ଭଏସ ସାଙ୍ଗକୁ ସନ୍ନି ଦେଓଲଙ୍କ ବଳିଷ୍ଠ ଅଭିନୟ ଆଜି ବି ସମସ୍ତଙ୍କ କାନରେ ଗୁଞ୍ଜରିତ ହେଉଛି । ତେବେ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍

କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କମୁନି କରୋନା । ଜାରି ରହିଛି କଟକଣା । ଆସନ୍ତାକାଲି ଅଥବା ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପୁରି ମନା । କୌଣସି ମଠ, ଲଜ୍ କିମ୍ବା ଧର୍ମଶାଳାରେ ହବିଷ୍ୟାଳିଙ୍କୁ ନରଖିବାକୁ ତାଗିଦ କରିଛନ୍ତି ଉଭୟ ଶ୍ରୀମନ୍ଦିର ପ୍ରଶାସନ

ମନ୍ତ୍ରୀ ଓ ନେତାଙ୍କ ନାଁରେ ଆହୂତି, ଟାଟା ପାୱାର ବିରୁଦ୍ଧରେ ଅତିଷ୍ଠ ଲୋକଙ୍କ ହୋମ ଯଜ୍ଞ

ଭୁବନେଶ୍ୱର : ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏବେ ସାଧାରଣ ଲୋକଙ୍କ ନିଶାଣରେ ମନ୍ତ୍ରୀ ଓ ନେତା । ଅସନ୍ତୁଷ୍ଟ ଲୋକେ ପ୍ରତିବାଦ ସ୍ୱରୂପ ଟାଟା ପାୱାର ବିରୁଦ୍ଧରେ ଯଜ୍ଞ ଆୟୋଜନ କରିବା ସହିତ ସେଥିରେ ମନ୍ତ୍ରୀ ଓ ଅଧିକାରୀଙ୍କ ନାମ ନେଇ ଆହୂତି ଦେଉଛନ୍ତି । ସରକାରଙ୍କ ବିରୁଦ୍ଧରେ

କିଏ ଜିତିବ ଫାଇନାଲ?

ଦୁବାଇ: ଆଇପିଏଲ ମହାସମରର ମହାମୁକାବିଲାରେ ଭେଟାଭେଟି କୋଲକାତା ନାଇଟରାଇଡର୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ଚେନ୍ନାଇ ପୂର୍ବରୁ ତିନିଥର ଚାମ୍ପିୟନ ହୋଇଥିବାବେଳେ କୋଲକାତା ୨ଥର ବିଜୟୀ ହୋଇଛି । ତେବେ ଚଳିତବର୍ଷ ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ଦିଲ୍ଲୀକୁ ହରାଇ ପ୍ରଥମେ ଫାଇନାଲରେ

ବଲିଉଡ ଅଭିନେତ୍ରୀ ନୋରାଙ୍କୁ EDର ନୋଟିସ୍

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ । କିଛିଦିନ ହେବ କଳାକାରଙ୍କ ହରକତ ଲାଗି ଚର୍ଚ୍ଚାରେ ରହିଛି ବଲିଉଡ ଜଗତ । ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଇଡିର ନୋଟିସ୍ । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ନୋରାଙ୍କୁ ଏହି ମାମଲାରେ ପଚରାଉଚରା