Odia News Portal
Yearly Archives

2021

ଖଜୁରୀର ଉପକାରିତା

ଶରୀର ପାଇଁ ଖଜୁରି ବେଶ୍ ଲାଭଦାୟକ । ଏଥିରେ ଫାଇବର, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି । ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମଥାଏ ସେମାନେ ଖଜୁରି କୋଳି ଖାଇବା

କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅପିଲ କଲେ ଡିଏମଇଟି

ପାର୍ବଣ ସମୟରେ କରୋନା ନିୟମକୁ ସଠିକ ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କତା । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେଇ ପାର୍ବଣ ପାଳନ କରିବା ତାହା ଆମ ଉପରେ ନିର୍ଭର କରେ ବୋଲି କହିଛନ୍ତି ଡ଼ିଏମଇଟି । ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର

ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ

ପବିତ୍ର ଦିନରେ ବଡ଼ ଅଘଟଣ, ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ । ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ଦୁଆର ବନ୍ଧ ସବୁ କ୍ଷତି ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ

ପୋଲିସ-ମାଓବାଦୀ ଗୁଳିବିନିମୟ, ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ତିନି ଜଣ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା । ନିହତ ୩ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ ଓଜି

ଅତି ଭୟଙ୍କର ସାମୁଦ୍ରିକ ଝଡ ଫାଇଲିନକୁ ପୁରିଲା ୮ ବର୍ଷ

ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା। ୨୦୧୩ ଅକ୍ଟୋବର ମାସର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା। ଲ୍ୟାଣ୍ଡଫଲ ସ୍ଥାନ ଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର। ବର୍ଷାପବନରେ ଛାରଖାର ହୋଇଥିଲା

ଆଜି ଠାରୁ ୩ଦିନ ଯାଏଁ ମା’ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମହାଷ୍ଟମୀ ପୂଜା । ତେଣୁ ଆଜିଠୁ ୧୪ ତାରିଖ ଯାଏ ମାଆଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଶ୍ରଦ୍ଧାଳୁଙ୍କୁ ପୀଠକୁ ଆସିବାକୁ ବାରଣ କରିଛି ପ୍ରଶାସନ। କରୋନା ସଂକ୍ରମଣ ପାଇଁ କେବଳ ସୀମିତ

କୋଭିଡ ନିୟମ ମାନି ମା’ଙ୍କ ପୂଜା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଆହ୍ୱାନ

ପବିତ୍ର ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ନିୟମକୁ ମାନି ସୁରକ୍ଷିତ ଭାବେ ମା’ଙ୍କ ପୂଜାରେ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା

ଆଜି ମହାମାୟାଙ୍କ ସପ୍ତମୀ ପୂଜା । ସମସ୍ତ ପୂଜା ମଣ୍ଡପ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । କରୋନା ମହାମାରୀ ଏଥରକ ବି ଭକ୍ତ ଓ ମାଙ୍କ ମଝିରେ ପ୍ରତିବନ୍ଧକ ସାଜିଛି । କୌଣସି ମଣ୍ଡପରେ ଭକ୍ତ ମାଆ ଜଗତଜନନୀଙ୍କ ଦର୍ଶନ କରିପାରିବେ ନାହିଁ । କିନ୍ତୁ ଭକ୍ତ ଓ ମାଙ୍କୁ ଯୋଡ଼ିବା ପାଇଁ ମଣ୍ଡପ

ଓଡିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଓଡ଼ିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହ ଅନୁଗୁଳ ଓ ବୌଦ୍ଧର ଅଧିକାଂଶ ସ୍ଥାନରୁ

ମା’ ଶାରଳାଙ୍କ ପୀଠରେ ୧୪୪

ଜଗତସିଂହପୁର: କୋଭିଡ ପାଇଁ ମା ଶାରଳାଙ୍କ ପୀଠରେ ପାର୍ବଣ କଟକଣା ଜାରି ହୋଇଛି । ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ଶାରଳାଙ୍କ ପୀଠରେ ୧୪୪ ଧାରା ଜାରି ରହିବ । ମନ୍ଦିର ପରିସରରେ ୪ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ବାରଣ କରାଯାଇଛି । ମା’ ଶାରଳାଙ୍କ ଘଣ୍ଟ ପାଟୁଆମାନେ ବିଭିନ୍ନ ସ୍ଥାନରୁ ଆସି