Odia News Portal
Yearly Archives

2021

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ଏମିତି କହିଲେ ନିରଞ୍ଜନ

ଭୁବନେଶ୍ୱର: କମୁନି କଂଗ୍ରେସ କଳି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଯିବା ନେଇ ଲାଗି ରହିଛି କନ୍ଦଳ । କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିବା ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ତେବେ ଏହାରି ଭିତରେ ମୁହଁ ଖେଳିଛନ୍ତି ପିସିସି ସଭାପତି

ରାଜଧାନୀରେ କରୋନା ସଂକ୍ରମଣକୁ ନେଇ ଏମିିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ଯେଉଁ ଜାଗାରେ କୋରୋନା ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜଧାନୀର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ରାଜ୍ୟରେ ୭ ଦିନ ହେଲା କୋରୋନା ସଂକ୍ରମଣ ଉପର

ବନ୍ଧାହେଲା ଏଲଆଇସି ଏଜେଣ୍ଟ, ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଉଠାଇଥିଲା କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ମୃତ ବ୍ୟକ୍ତିଙ୍କ ନାଁରେ ପଲିସି । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି

ନେତାଙ୍କ ଘରେ ଫାଟ, ବିଧାନସଭା ଆସିବାକୁ ପୁଅମାନେ ସଜବାଜ

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଜଣକ ପରେ ଜଣେ ବିଧାୟକଙ୍କ ପୁତ୍ର ପ୍ରବେଶ କରିବାପରେ ଆଉ କିଛି ବିଧାୟକ ଆଶାୟୀ ପୁତ୍ର ପିତା ମାନଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଯେମିତି ହେଲେ ସେମାନଙ୍କୁ ବିଧାନସଭାକୁ ପଠାଇବାପାଇଁ ଜିଦ୍‍ ଧରିଲେଣି । ଏହାକୁ ନେଇ କେତେକ

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ

ଶ୍ରୀନଗରର ଏକ ସ୍କୁଲରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ପ୍ରିନ୍ସପାଲ ଓ ଶିକ୍ଷକ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଶ୍ରୀନଗରର ସଫାକଡାଲ ଅଞ୍ଚଳରେ ଥିବା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କୀ ହମଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସ୍କୁଲ ପ୍ରିନ୍ସପାଲ ଓ ଶିକ୍ଷକ ନିହତ ହୋଇଛନ୍ତି। ସୂଚନାଅନୁସାରେ ଆତଙ୍କବାଦୀମାନେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ କରିଥିଲେ।

ଆଜି ଚେନ୍ନାଇକୁ ଭେଟିବ ପଞ୍ଜାବ

ଦୁବାଇ: ଆଜି ଆଇପିଏଲ ମଇଦାନରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ । ନିଜର ଶେଷ ଲିଗ୍ ମ୍ୟାଚ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଦଳ । ସୁପରକିଙ୍ଗ୍ସ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍ ଦୌଡ଼ରେ ପ୍ରବେଶ କରିବା ପାଇଁ

ଭାଇରାଲ ହେଉଛି ମାତାଲ ଡାକ୍ତରଙ୍କ ଭିଡିଓ

ଢେଙ୍କାନାଳ : ନିଶାଶକ୍ତ ଅବସ୍ଥାରେ ଡାକ୍ତର ବାବୁ । ଡାକ୍ତରଖାନା ଭିତରେ ମାତାଲ ହୋଇପଡ଼ିଛନ୍ତି ଡାକ୍ତର ବାବୁ । ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଆଉ କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଖାଲି ସେତିକି ନୁହେଁ ଘଣ୍ଟ ଘୋଡାଇବାକୁ ସିକ୍ୟୁରିଟି ଗାର୍ଡ଼ ବି ରେଡି । ଏହି ଦୃଶ୍ୟ ଦେଖିବାକୁ

ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ପୁଣି ୨୦ ହଜାର ପାର ହେଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨୨ ହଜାର ୪୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନା ଯୋଗୁଁ ଦିନକରେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୪ ହଜାର ୬୦୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ