Odia News Portal
Yearly Archives

2021

ରେଭ୍ ପାର୍ଟି ମାମଲା: ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। ଏନ୍ସିବି ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି

ଆଜି କରୋନା ନେଲା ୭ ଜୀବନ

ଭୁବନେଶ୍ୱର:ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୨୩୪ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟରୁ ଆଉ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୮୨ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୪୫ ଜଣ ରହିଛନ୍ତି ।। ସେହିପରି ଚିହ୍ନଟ ହୋଇଥିବା

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ଆଲୋଡନ୍ । ରାଜନୀତି ବି ତେଜିଛି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଲଖିମପୁର

ବଡ଼ ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ: ଆଇପିଏଲ ମହାସମରରେ ଆଜି ରାଜସ୍ଥାନକୁ ଭେଟିବ କୋଲକାତା । ପ୍ଲେଅଫରେ ପହଞ୍ଚିବା ଲାଗି କୋଲକାତାକୁ ଆଜି ବଡ଼ ବିଜୟ ଆବଶ୍ୟକ ରହିଛି । କେକେଆର୍ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରନ୍ରେଟ୍ରେ ମଧ୍ୟ ଏହି ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଗରେ

ଗୁରୁବାରଠାରୁ ପୁଣି ଆରମ୍ଭ ହେଲା ଶିରିଡି ସାଇ ବାବାଙ୍କ ଦର୍ଶନ

ଶିିରିଡି: ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଶିରିଡି ସାଇ ବାବାଙ୍କର ମନ୍ଦିର ପୁନର୍ବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ମହାରାଷ୍ଟ୍ରର ଅହମଦନଗର ଜିଲାରେ ଅବସ୍ଥିତ ଏହି ମନ୍ଦିର ଦର୍ଶନ ନିମନ୍ତେ କେବଳ ଅନ୍‌ ଲାଇନ ପାସ ଥିବା ଭକ୍ତଙ୍କୁ ଅନୁମତି ମିଳିବ ବୋଲି ଜଣାଯାଇଛି । ମନ୍ଦିର ଖୋଲିବା

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା,

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରିବେ । ସେଠାରେ ସେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲଥ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ପୁରୀ ଜିଲ୍ଲାର ୩ ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ ।

ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ

ବିଜେପି ଛାଡ଼ି ଲଣ୍ଡା ହେଲେ ବିଧାୟକ

ତ୍ରିପୁରା: ରାଜନୀତି ଇତିହାସରେ ନୂଆ ଖବର । ବିଜେପି ଛାଡ଼ିଲେ, ଆଉ ଲଣ୍ଡା ହେଲେ ବିଧାୟକ । ବିଜେପିରେ ମିଶି ଭୁଲ ହେଇଗଲା । ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁରମାରୁ