Odia News Portal
Yearly Archives

2021

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ନୋବେଲ ପୁରସ୍କାର ଘୋଷଣା କରାଯିବ । ବୈଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନ ଓ ବୈଜ୍ଞାନିକ ଜର୍ଜିଓ ପାରିସି ପାଇବେ ନୋବେଲ ପୁରସ୍କାର । ଜଟିଳ ଶାରୀରିକ ପ୍ରଣାଳୀ

ଯୁବ ସାମ୍ବାଦିକ ମନୋଜ ଜେନଙ୍କୁ ନିଷାନ ପ୍ରତିଭା ସମ୍ମାନ-୨୦୨୧

ବଲାଙ୍ଗିର ଜିଲା ତୁଷୁରା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ନିଷାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପକ୍ଷରୁ ରବିବାର ନୂଆଁଖାଇ ଭେଟଘାଟ-୨୦୨୧ ଅନୁଷ୍ଟିତ ହୋଇଥିବା ବେଳେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ନିଷାନ ପ୍ରତିଭା-୨୦୨୧ରେ ପ୍ରଦ୍ମଶ୍ରୀ ହଳଧର ନାଗ

ଶପଥ ନେଲେ ନୂଆ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ବର: ଶପଥ ନେଲେ ନୂଆ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥପାଠ କରାଯାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଜଳଦଙ୍କ ନାଁରେ ମୋହର ଲାଗିଥିଲା । ଗତ ଅଗଷ୍ଟରେ ମୁଖ୍ୟ ସୂଚନା

ବିଏମସିର ନୂଆ ଗାଇଡଲାଇନକୁ ଜୋରଦାର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ସଂକ୍ରମଣ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଏସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଶୀତଦିନ ପାଇଁ ବିଏମସି ଆଣିଥିବା ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭୟକାନ୍ତ ପାଠକ ହାଜର ହୋଇଥିବାର ଖବର ମିଳିଛି। ଦୁଇଟି ମାମଲାରେ ପଚରାଉଚରା ପାଇଁ ସେ ହାଜର ହୋଇଥିବା ସୂଚନା ରହିଛି। ପୂର୍ବରୁ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଭିନ୍ନ ଅଭିଯୋଗରେ

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଆସିଲା ପ୍ରାଣ ହରାଇଥିବା ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ

ପ୍ରିୟଙ୍କା ଗାନ୍ଧି ଗିରଫ

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ

ମିଳିଲା ନିଖୋଜ ଝିଅର ମୃତଦେହ

ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ

୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର

ଭୁବନେଶ୍ୱର: ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଆଜି ଶପଥ ଗ୍ରହଣ କଲେ । ଆଜି ବିଧାନସଭାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ।