Odia News Portal
Yearly Archives

2021

ବିଧାୟକ ହେବ ତ ଏମିତି, ଦାୟିତ୍ୱ ନେବା କ୍ଷଣି ମନ କିଣିନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର: ପ୍ରଥମ ଦିନରେ ମନ କିଣିନେଲେ ରୁଦ୍ରପ୍ରତାପ । ପିପିଲିର ବିଧାୟକ ଭାବେ ଶପଥ ନେଇ ନାହାଁନ୍ତି ସତ ହେଲେ ଲୋକଙ୍କ ପାଇଁ କାମ କରିବାର ଝୁଙ୍କ୍ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ତାରିଖ – ୪ ଅକ୍ଟୋବର ୨୦୨୧ । ସମୟ - ଦିନ ୧୨ । ସ୍ଥାନ - ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ

ଏକ ନମ୍ବର ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଏବଂ ପନ୍ଥ

ଦୁବାଇ: ଅଭିଜ୍ଞ ବନାମ ଯୁବ ପ୍ରତିଭାବାନ । ଆଇପିଏଲ ମହାସମରରେ ଏକ ନମ୍ବର ସ୍ଥାନ ପାଇଁ ଲଢ଼ିବେ ଚେନ୍ନାଇ ଏବଂ ଦିଲ୍ଲୀ । କ୍ୟାପଟେନ କୁଲଙ୍କୁ ଟାର୍ଗେଟ କରିବେ ପନ୍ଥ । ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍ରେ ଅଭିଜ୍ଞ ଖେଳାଳୀ ରହିଥିବା ବେଳେ ଦିଲ୍ଲୀରେ ରହିଛନ୍ତି ଯୁବ ଖେଳାଳୀ ।

ଦଳିଦେଲା ଦନ୍ତା

ବାରିପଦା : ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥମିବାର ନାମ ନେଉନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଆଉଏକ ଜୀବନ ଗଲା। ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ଗ୍ରାମରେ। ଆଜି ଭୋରରୁ ଗ୍ରାମର ଅର୍ଜୁନ ହାଁସଦା ନିଜ ବିଲ୍କୁ

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ପୁରା ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତେ କୃଷକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଲଖନଉ ଗସ୍ତକୁ

ଡଙ୍ଗା ଓଲଟିଲା

ଜଗତସିଂହପୁର: ପାରାଦ୍ଵୀପ: ପାରାଦ୍ଵୀପ- ମହାନଦୀ ମୁହାଣ ରେ ଏକ ବଡ ଅଘଟଣ ଘଟିଯାଇଛି । ଢେ଼ଉ ମାଡ଼ରେ ଓଲଟିଲା ଡଙ୍ଗା । ଏହି ଡ଼ଙ୍ଗାରେ ୫ ଜଣ ମତ୍ସଜୀବୀ ଥିବାର ସୂଚନା ମିଳିଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ମତ୍ସ୍ୟଜୀବୀ ମାନଙ୍କୁ ଅନ୍ୟ ଏକ ମାଛ ଧରା ଡଙ୍ଗାରେ

ରାଜ୍ୟରେ କରୋନା ପରିସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାନ୍ତି ନାହିଁ। ଯେଉଁଥିପାଇଁ ଭିଡ ହେବାର ସମ୍ଭାବନା ରହିଛି। ସଂଧ୍ୟା ପରେ ଲୋକମାନେ ବାହାରକୁ ବିଶେଷ ଭାବରେ ବାହାରନ୍ତୁ ନାହିଁ। ଯେତିକି ସମୟ ବାହାରେ ଭିଡ କରନ୍ତି , ସେଥିରେ ମଧ୍ୟ କରୋନା ବ୍ୟାପିବାର ଭୟ ରହିଛି। ତାକୁ ପ୍ରତିକାର କରିବା

ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କା, ସରକାରୀ ଚାକିରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବ୍ୟାକଫୁଟରେ ଥିବା ଯୋଗୀ ସରକାର ବଡ଼ ଘୋଷଣା କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସକାଣ୍ଡ ଘଟଣାର ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଯୋଗୀ ସରକାର ଘୋଷଷା କରିଛନ୍ତି। ଏଥିସହ

ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ : ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ଦ୍ବାରା ଉଦ୍‌ଘାଟନ ହୋଇଥିବା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଗ୍ରାମ ଆଇନ ସହାୟତ , ମଙ୍ଗଳପୁର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ

ପୁଣି ଜବତ ହେଲା ୮ ଲକ୍ଷ ଟଙ୍କାର ଗଞ୍ଜେଇ

ରାୟଗଡ଼ା: ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ। ବିପୁଳ ପରିମାଣରେ ଗଞ୍ଜେଇ ଜବତ। ପ୍ରାୟ ୧୫୦ କେଜିର ଗଞ୍ଜେଇ ଜବତ କରିଛି ଗୁଣପୁର ଅବକାରୀ ବିଭାଗ। ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନାନୁଯାୟୀ, ଗୁଣପୁର ଅଞ୍ଚଳରୁ ୧୫୦ କେଜିର ଗଞ୍ଜେଇ ଜବତ

କାଳହେଲା ଭିଡିଓ ବନେଇବା ନିଶା

ରାୟଗଡ଼ା: ସୋସିଆଲ ମିଡିଆରେ ଭିଡିଓ ବନେଇ ଲାଇକ କମେଣ୍ଟ ପାଇବା ଲାଗି ଯୁବପୀଢ଼ିଙ୍କ ମଧ୍ୟରେ ଲାଗୁଛି କଣ୍ଟେଷ୍ଟ । ତେବେ ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି କି ଭିଡିଓ ବନେଇବାକୁ ଯାଇ ପ୍ରାଣ ହରାଇଛନ୍ତି ଅନେକ ଯୁବକ ଏବଂ ଯୁବତୀ । ଏହାରିଭତରେ ନାଗାବଳୀ ନଦୀ କୂଳରେ ଅଘଟଣ ଘଟିଛି। ନଦୀରେ ବୁଡି