ସ୍ତ୍ରୀକୁ ମାରିଦେଲା ସ୍ୱାମୀ
ଭଦ୍ରକ: ସାତଜନ୍ମ ଲାଗି ସାଥୀ ହୋଇ ରହିବାକୁ କଥା ଦେଇଥିଲା । ହୋମ ନିଅାଁକୁ ସାକ୍ଷୀ ରଖି ହାତ ଧରିଥିଲା । ହେଲେ ଗୋଟିଏ ଜନ୍ମ ଠିକସେ ନରହିବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ପାରିବାରିକ କଳହର ଏହା କରୁଣ ପରିଣତି । ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର!-->…