Odia News Portal
Yearly Archives

2021

ଶୀତଦିନେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ୩ଟି ଜିନିଷ

ଶୀତ ଋତୁରେ ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ଉଷୁମ ପାଣି ପିଇବାକୁ ପସନ୍ଦ କରନ୍ତି । ଉଷୁମ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ନିୟମିତ ଉଷୁମ ପାଣି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରେଇ ରହିପାରିବେ । ତେବେ ଜାଣନ୍ତୁ ଉଷୁମ ପାଣି କେତେ

ଆଶାକର୍ମୀଙ୍କ ଦରମା ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ୟ୍ୟାଳୟରେ ୫ ବିଜେଡ଼ି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ

୧୦ ବର୍ଷ ପୁରୁଣା ଡିଜେଲ ଗାଡିର ଲାଇସେନ୍ସ ହେବ ବାତିଲ

ଦିଲ୍ଲୀ ସରକାର ୧ ଜାନୁଆରୀ ୨୦୨୨ରୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ରେଜିଷ୍ଟ୍ରସନ ରଦ୍ଦ କରିବାକୁ ଯାଉଛି। ଏହା ପରେ ସରକାରଙ୍କ ତରଫରୁ ଏକ ଘଙଉ ଜାରି କରାଯିବ। ଯାହା ପରେ ଗାଡି ମାଲିକ ଅନ୍ୟ ରାଜ୍ୟରେ ସେହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିପାରିବେ। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ

ପୁରୀ ଜିଲ୍ଳାରୁ ଧଳା ଜହର ଜବତ

ପୁରୀ ଜିଲା ଅନ୍ତର୍ଗତ ପିପିଲି କାକୁଡିଆ ଛକରେ ଧଳା ଜହର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। କାକୁଡିଆ ଛକରୁ ପ୍ରାୟ ୩୨୫ ଗ୍ରାମ ଧଳାଜହର ଜବତ କରାଯାଇଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ

ଭଡା ପାଇଁ ହତ୍ୟା କଲେ ପ୍ରେମୀଯୁଗଳ

ଦୀର୍ଘଦିନ ଧରି ବକେୟା ଭଡା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲେ ପ୍ରେମୀଯୁଗଳ | ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ |

ଏସଡିଜେଏମ କେ କୋର୍ଟ ନିର୍ଦ୍ଦେଶକୁ ଚ୍ୟାଲଞ୍ଚ କରି ଉପର କୋର୍ଟ ଗଲେ ସୁମିତ

ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି। ଏନେଇ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା। ପୂର୍ବରୁ ସୁମିତ ଓ

ରାଜଧାନୀରେ ମାତିଛନ୍ତି ମହିଳା ପକେଟ୍ ମାରୁ ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ପକେଟ୍ ମାର ନାବାଳିକା ଗ୍ୟାଙ୍ଗ୍ । ଭୁବନେଶ୍ବର ସ୍ଥିତ ରସୁଲଗଡ ଅଞ୍ଚଳରେ ଥିବା ଏହି ଗ୍ୟାଙ୍ଗର କିଛି ସଦସ୍ୟ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି

କିଏ ହେବେ ନୂଆ ସିଡିଏସ

ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରୱଣେଙ୍କୁ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତ୍ଙ୍କ ଦୁଃଖଦ ନିଧନ ପରେ ଏହି ପଦ ଖାଲି ପଡ଼ିଥିଲା । ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ନ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ନୂଆ କରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୧.୨୯ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୫ ପ୍ରତିଶତ । ସଂକ୍ରମିତଙ୍କ

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି। ସେହିପରି