ଆଜି ମତଦାନ କେନ୍ଦ୍ରକୁ ଯିବେ କର୍ମଚାରୀ
ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍!-->…