Odia News Portal
Yearly Archives

2021

ଭିଜିଲାନ୍ସ ପଞ୍ଝାରେ ଥାନାବାବୁ

ପୁରୀ: ଚୋର ଡକାୟତଙ୍କୁ ଧରି ଜେଲ ପଠାଉଥିବା ପୋଲିସ ଏଵେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯିବା ଘଟଣା ଗୋପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ଜାଲରେ ଫସିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଏକ ଜମିବାଡି ଵିଵାଦ ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି

ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ଜିରୋ କାଜୁଆଲିଟି ଲାଗି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାରି ଭିତରେ ବାତ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି

ପାର୍ଥିବ ପଟେଲଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ଲାଗି ଦୁଃଖ ଖବର । ପୂର୍ବତନ ଭାରତୀୟ ୱିକେଟ କିପର ପାର୍ଥିବ ପଟେଲଙ୍କ ବାପାଙ୍କ ରବିବାର ଦେହାନ୍ତ ଘଟିଛି। ପାର୍ଥିବ ଟୁଇଟ୍ କରି ପ୍ରଶଂସକମାନଙ୍କୁ ଏହି ଖବର ବିଷୟରେ ଜଣାଇଥିଲେ। ସେ କହିଛନ୍ତି ଯେ, ମୋର ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ସେପ୍ଟେମ୍ବର

ବାତ୍ୟା ପଛେ ପଛେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ଗୁଲାବ’ । ବାତ୍ୟାର ପ୍ରଭାବ କଣ ହେବ । କେତେ କ୍ଷୟକ୍ଷତି ହେବ ତାକୁ ନେଇ ସମସ୍ତଙ୍କ ମୁଣ୍ଡରେ ଏବେ ଚିନ୍ତା । ଯଦିଓ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ତଥାପି ସମସ୍ତଙ୍କ ମନରେ ରହିଛି ସଙ୍କା । କଣ

ବାତ୍ୟା ଆସୁଛି, ଅରିନ୍ଦମଙ୍କୁ ଆଖି ଖୋଜୁଛି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ବାତ୍ୟା ବନ୍ୟା କଥା କହିଲେ ମନେ ପଡ଼ିଯାଏ ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁ । କାହିଁକି ନାଁ ସବୁବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ଦେଉଥିଲେ ଅପଡେଟ୍ । କେବେ ଗୋପାଳପୁରର ଅଶାନ୍ତ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ଜାଣନ୍ତୁ କଣ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା

ଆଜି କୋଲକାତାକୁ ଭେଟିବ ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ । ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଦ୍ୱିତୟ ପର୍ଯ୍ୟାୟର ଖେଳ ଆରମ୍ଭରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଯ୍ଧଳ ଜିତିଛନ୍ତି । ଏଣୁ ଆଜି ଯେଉଁ ଦଳ ଜିତିବ ସେ ହ୍ୟାଟ୍ରିକ

ଅରିନ୍ଦମଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର: ସାହାସୀ, ନିର୍ଭୀକ ସାମ୍ବାଦିକ ଥିଲେ ଦିବଙ୍ଗତ ଅରିନ୍ଦମ ଦାସ । ତାଙ୍କ ମୃତ୍ୟୁରେ ସାରା ଓଡ଼ିଶାବାସୀଙ୍କ ଆଖିରୁ ଝରିଛି ଲୁହ । ତେବେ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଲାଗି ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ଏହି ଆର୍ଥିକ ସହାୟତା ରାଶି ପ୍ରଦାନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୮,୩୨୬ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି ।

ବାତ୍ୟା ଲାଗି ବାତିଲ ହେଲା ଏହିସବୁ ଟ୍ରେନ୍

ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା ଗୁଲାବ ଉତ୍ତର ଆନ୍ଧ୍ରପ୍ରଦେଶ – କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ଥିବାରୁ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ କେତେକ ଟ୍ରେନ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଗତିପଥ