ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ, ଜାଣନ୍ତୁ କେତେ ପିଲା ମନୋନୀତ ହୋଇଛନ୍ତି
ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଟଅଫ୍ ମାର୍କ । ଆବେଦନ କରିଥିଲେ ୪ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ । ୩ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ଅଫ୍ ମାର୍କରେ ମନୋନୀତ ହୋଇଛନ୍ତି । କଳାରେ ପ୍ରଥମ କଟକ ଅଫ୍ ମାର୍କରେ ୨ଲକ୍ଷ ୪୭ହଜାର ୯୦୬ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୨୪ହଜାର!-->…
