Odia News Portal
Yearly Archives

2021

ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଲେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି । ବିଚ୍ ରାସ୍ତାରେ ବାଲୁଗାଁ ନଗର ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ବିଧାୟକ ପିଟିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କୁ ଗିରଫ କରିବା ଦାବିରେ ବାଲୁଗାଁ

ସ୍ତ୍ରୀ ଓ ପୁଅକୁ ମାରିଦେଲା ଆଉ ନିଜେ ମରିଗଲା

ବ୍ରହ୍ମପୁର: ଅମାନୁଷିକ, ଅମାନବୀୟ ଓ ଅଭାବନୀୟ । ନିଜ ସ୍ତ୍ରୀ ଓ ୧୦ ମାସର ପୁଅକୁ ଅମାନୁଷିକ ଭାବେ ମାରିଦେଲା ବାପା । ପାରିବାରିକ କହଳରୁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପରିବାର ଲୋକେ କହିଛନ୍ତି । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ

ବିଧାନସଭାରେ ପାରିତ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭା । ଏହାରି ଭିତରେ ବିଧାନସଭାରେ ପାରିତ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ । ବିଲ ଅନୁସାରେ ମୋଟ୍ ସଂରକ୍ଷଣ ୫୦% ଭିତରେ ରହିବ । ଏସଟି, ଏସସି, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ । ସେମାନଙ୍କ ପାଇଁ ସଂରକ୍ଷଣ

ପ୍ରମୋଦଙ୍କ ଲାଗି ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗବତଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ରାଜ୍ୟ ସରକାର । ଏହାସହ ଗ୍ରୁପ୍-ଏ ଚାକିରି ମଧ୍ୟ ପ୍ରମୋଦଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର।

ମନ୍ତ୍ରୀ ରଖିଲେ ଉତ୍ତର, ଜାଣନ୍ତୁ କେଉଁ ବିଶ୍ୱ ବିଦ୍ୟାଳୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଅଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ

ସାଙ୍ଗହୋଇ ରହୁଥିଲେ, ପ୍ରେମିକାକୁ ମାରି ଛୁ ହେଲା ପ୍ରେମିକ

ଭୁବନେଶ୍ୱର: ବାହା ହୋଇ ନଥିଲେ, ସାଙ୍ଗ ହୋଇ ରହୁଥିଲେ । ପ୍ରେମିକ ପ୍ରେମିକା ଘର ଭଡ଼ା ନେଇ ଗୋଟିଏ ଘରେ ରହୁଥିଲେ । ଆଉ ଏବେ ବନ୍ଦଘରୁ ଉଦ୍ଧାର ହୋଇଛି ପ୍ରେମିକାର ମୃତଦେହ । ଦୀର୍ଘ ୩ରୁ ୪ଦିନ ହେବ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ନିକଟସ୍ଥ ମହାବୀର

ମା’ଙ୍କ ଦେହାନ୍ତରେ ଭାବ ବିହ୍ୱଳ ହୋଇ ଏମିତି ଲେଖିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ଏହି ଖବର ବିଷୟରେ ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି

୧୧ରେ ଆସୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ଼଼ ମୁହାଁ ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଚଳିତ ମୌସୁମୀ ଋତୁରେ

ଭିଜିଲାନ୍ସ ପଞ୍ଝାରେ ପିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଚଲକି ପଞ୍ଚାୟତ ପିଇଓ । ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱମ୍ଭରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଡିଏସପି ସଦାନନ୍ଦ

ଟି-୨୦ ବିଶ୍ୱକପ ଲାଗି ୧୫ ଜଣିଆଁ ଟିମ୍ ବାଛିଲେ ଗାଭାସ୍କର, ଜାଣନ୍ତୁ କାହାକୁ ଦେଲେ ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଯେତିକି ପାଖଉଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ୁଛି । ତେବେ ପ୍ରାୟ ସବୁଦେଶ ନିଜର ବିଶ୍ୱକପ ସ୍କ୍ୱାର୍ଡ ଘୋଷଣା କରିସାରିଲେଣି । ତେବେ ଭାରତ ଏଯାବତ ଦଳ ଘୋଷଣା କରିନାହିଁ । ଏବେ ଭାରତୀୟ ଦଳରେ ବହୁ ଷ୍ଟାର ଖେଳାଳୀ ରହିଛନ୍ତି । ସମସ୍ତେ ଫର୍ମରେ