Odia News Portal
Yearly Archives

2021

ନାଁ ରଖିଲେ ମୋନା ଅଗ୍ରୱାଲ

ବଲାଙ୍ଗୀର:ନାଁ ରଖିଲେ ମୋନା ଅଗ୍ରୱାଲ । ବଲାଙ୍ଗୀର ସହରରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁର ବଧ ବେଶ

ପୁରୀ : ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ନୀତି ପାଳିତ ହୋଇଥାଏ । ସେହି ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ବାସୁର ବଧ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ପ୍ରଳମ୍ବାସୁର

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରୁଥିବା ସମୟରେ ଏବେ ଏହା ୧୦ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ଭଦ୍ରକ,କଟକ,କେନ୍ଦ୍ରାପଡା,

ଫେଲ ମାରିଲା ଇକମୋ ଚିକିତ୍ସା, ଚାଲିଗଲା ଅଭିଶେକଙ୍କ ଜୀବନ

ଭୁବନେଶ୍ୱର: ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ

ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏହା

ରାଜଧାନୀରେ ଗୁଳିମାଡ଼

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ

୧୧୦ଟି ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ

କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ

ନୂଆଦିଲ୍ଲୀ : ଆଫଗାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ସରକାର ଗଠନ କରିବାକୁ ନିଷ୍ପତି ନେଇଛି । ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଯାଉଛି । ଆଜି କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଫଗାନୀସ୍ତାନର ସୂଚନା ଓ ସସ୍କୃତି ମନ୍ତ୍ରୀଳୟ ପକ୍ଷରୁ କାବୁଲରେ ବଡ଼ବଡ଼

ବଦଳିଲା +୩ ପ୍ରଥମ ସିଲେକ୍ସନ୍ ଆଡମିଶନ୍ ତାରିଖ

ଭୁବନେଶ୍ୱର : ବଦଳିଲା ଯୁକ୍ତ ତିନି ଆଡମିଶନ୍ ତାରିଖ । +୩ ପ୍ରଥମ ସିଲେକ୍ସନ୍ ତାରିଖ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ୧୧ ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପ୍ରଥମ ସିଲେକ୍ସନ୍ ଆଡମିଶନ୍ ହେବାକୁ ଥିବା ବେଳେ ଏବେ ଏହାକୁ ବଦଳାଯାଇ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ ବୋଲି ଆଜି

ମୁଲ୍ଲା ବରାଦରଙ୍କ ହାତରେ ତାଲିବାନ ସରକାର କମାଣ୍ଡ

ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି