Odia News Portal
Yearly Archives

2021

ଡ୍ରେସ ପାଇଁ ଟ୍ରୋଲହେଲେ ଉର୍ଫି ଜାଭେଦ

ମୁମ୍ବାଇ: ଟ୍ରୋଲହେଲେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ । ଡ୍ରୋସ ଲାଗି ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନନ୍ତି । ସେ ଏକ ଛୋଟ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିଥିଲେ । ଏକ ନୀଳ ରଙ୍ଗର ଜ୍ୟାକଟ ପିନ୍ଧିଥିବା ନଜର ଆସିଛନ୍ତି ସେ । ତେବେ ଏହି ଫଟୋରେ ତାଙ୍କ ଡ୍ରେସଟି ଛୋଟଥିବା

ଶ୍ରୀମନ୍ଦିରର ୭ଟି ଦ୍ୱାରର ହେଲା ରୂପା ଛାଉଣୀ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ୱାର ମଧ୍ୟରୁ ୭ଟି ଦ୍ୱାରର ରୂପା ଛାଉଣୀ ଶେଷ ହୋଇଛି। ଶ୍ରୀମନ୍ଦିର ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ପଶ୍ଚିମ ଭୋଗମଣ୍ଡପ, ସାତପାହାଚ, ଆଦି ନୃସିଂହ, ମା ବିମଳା ଓ ମା ମହାଲକ୍ଷ୍ମୀ ମନ୍ଦିରର ରୂପା ଛାଉଣୀ କରାଯାଇଛି। ବର୍ମା ଟିକରେ ନବର୍ନିମିତ ଦ୍ୱାର ଲାଗିବା ପରେ

ଗେମ୍ ଖେଳିବାକୁ ମନାକଲେ ବାପା, ରାଗରେ ବାପାଙ୍କ ଗଳା କାଟିଦେଲା ପୁଅ

ଗୁଜୁରାଟ: ମୋବାଇଲ ଆଜିକାଲି ସମସ୍ତଙ୍କ ଲାଗି ଏକ ଦରକାରୀ ବସ୍ତୁ ପାଲଟିଯାଇଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ବିନା ଚଳିବା କଷ୍ଟାସାଧ୍ୟ ହୋଇଯାଇଛି । ତେବେ ଜଣେ ୧୭ ବର୍ଷୀୟ ନାବାଳକ ଦିନରାତି ମୋବାଇଲରେ ଗେମ୍ ଖେଳୁଥିଲେ । ତେବେ ତାଙ୍କ ବାପା ମନା କରିବାରୁ ସେ ବାପାଙ୍କ ଗଳା କାଟି

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍'ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । 'ମୋ ବସ୍' ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍ ରହିବା

ବନ୍ଧାହେଲେ ଲୁଟେରା

ଭଦ୍ରକ: ହାଇୱେରୁ ଲୁଟୁଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଲିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ ଏହି ଲୁଟେରା । ଜାତୀୟ

୩୨୦ କୋଟି ଟଙ୍କାର ଜିଏସଟି ଠକିଥିଲେ, ବନ୍ଧାହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା +୩ ନାମଲେଖା ତାରିଖ ବୃଦ୍ଧି ତଥା ପରିବର୍ତ୍ତନ ନିମନ୍ତେ ଦାବିପତ୍ର

ବଲାଙ୍ଗୀର: ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ +୩ ରେ ନାମଲେଖା ପାଇଁ ଆବେଦନ ସମୟସୀମାକୁ ନୂଆଖାଇ ଦିନ ମଧ୍ୟ ରଖାଯାଇଛି। ଯେହେତୁ ନୂଆଖାଇ ଆମ ପଶ୍ଚିମଓଡ଼ିଶା ଗଣପର୍ବ ଏବଂ ଏହିଦିନ ଆବେଦନ ନିମନ୍ତେ ଛାତ୍ରଛାତ୍ରୀ ମାନେ ପହଞ୍ଚିବା ଅସମ୍ଭବ ପ୍ରାୟ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ

ୱେବ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ୱେବ ପୋର୍ଟାଲ ମାଲିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକ ଥିଲେ ସୁଧାଂଶୁ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗରେ ପରେ ଉଠାଇ ନେଇଛି । ସେ ଦୂତୀଙ୍କ ବିରୋଧରେ ଖବର ପରିବେଶଣ କରିଥିଲେ । ତେବେ ଅନେକ ଅପମାନଜନକ ଖବର ପରିବେଶଣ କରିଥିବାରୁ ଦୂତୀ

ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ଭେଟିଲେ ଗୋପବନ୍ଧୁ

ବ୍ରହ୍ମପୁର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଗୋପବନ୍ଧୁ ଦାସଙ୍କ ସହ ବ୍ରହ୍ମପୁର ମହାନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ସୌଜନ୍ୟମୂଳକ ସାକ୍ଷାତ କଲେ। ଏଥିରେ ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ କୁମାର

ଆଜି ହେବ ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥିବ ଶରୀର ଖୁବ୍ ଶୀଘ୍ର କୁପର ହସ୍ପିଟାଲରୁ ତାଙ୍କ ଘରକୁ ଅଣାଯିବ। କିଛି ସମୟ ପରେ ଆମ୍ବୁଲାନ୍ସରୁ ତାଙ୍କର ପାର୍ଥିବ ଶରୀର ଘରେ ପହଁଞ୍ଚିବ। ଘରେ ଅନ୍ତିମ ସଂସ୍କାର କ୍ରୀୟା ହେବାର ବାକି ରହିଛି। ଅନ୍ତିମ ଦର୍ଶନ ପାଇଁ ତାଙ୍କର ପାର୍ଥିବ ଶରୀରକୁ