Odia News Portal
Yearly Archives

2021

ଆସନ୍ତୁ ଜାଣିବା ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ୍ ଦର

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା

ଖଜୁରୀ ଖାଇଲେ ଦୂର ହୁଏ ଏହି ସବୁ ସମସ୍ୟା

ଶରୀର ପାଇଁ ଖଜୁରି ବେଶ୍ ଲାଭଦାୟକ । ଏଥିରେ ଫାଇବର, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି । ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମଥାଏ ସେମାନେ ଖଜୁରି କୋଳି ଖାଇବା

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କୁନି ଝିଅ ଅନ୍ୱେଷା

ବୟସ ମାତ୍ର ୪ ବର୍ଷ, ହେଲେ କହୁଛନ୍ତି ରାଜ୍ୟ,ଦେଶ ଓ ବିଦେଶର କଥା। ମେଧାବୀ କୁନି ଛାତ୍ରୀ ହେଲେ ଅନ୍ବେଷା ସାହୁ। ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରେ ଥିବା ମିରାକିଲ ପବ୍ଲିକ ସ୍କୁଲର ଛାତ୍ରୀ ଅନ୍ବେଷା। ଇ.ମନୋଜ ସାହୁ ଓ ଲେଖିକା ରୋଜାଲିନ୍

୪୦ ବର୍ଷ ବୟସରେ ପାଦ ଥାପିଲେ ୟୁବରାଜ ସିଂ

ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ର ମ୍ୟାଚ ଓ୍ଵିନର ଯୁବରାଜ ସିଂ ।ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଲରାଉଣ୍ଡର ରହିଥିବା ଯୁବରାଜଙ୍କ ଜନ୍ମ ଚଣ୍ଡୀଗଡରେ ୧୨ ଡିସେମ୍ବର ୧୯୮୧ରେ ହୋଇଥିଲା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଯୁବରାଜଙ୍କ ନାମରେ ଅନେକ

ଗତ ୨୪ ଘଣ୍ଟ ମଧ୍ୟରେ ରାଜ୍ୟରେ ୧୬୦ କରୋନା ଆକ୍ରନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ

ରାଜ୍ୟରେ ବଢିବ ଶୀତର ପ୍ରକୋପ

ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩

ଗଙ୍ଗାରେ ବିପିନ୍ ରାୱତ ଓ ତାଙ୍କ ସ୍ତ୍ରୀ ଙ୍କ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ

ସିଡିଏସ ଜେନେରାଲ ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣୀ ବାପା-ମା’ଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଶନିବାର ସକାଳୁ ଦୁଇ ଝିଅ ବରାର ଶ୍ମଶାନ ଘାଟରୁ ବାପା-ମା’ଙ୍କ ଅସ୍ଥି ନେଇ ହରିଦ୍ୱାର ଯାଇଥିଲେ। ଦେଶର ପ୍ରଥମ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ

ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇକୁ ଘାରିଛି ମହାମାରୀ ଚିନ୍ତା । ମହାରାଷ୍ଟ୍ରରେ ମୋଟ ୧୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ମୁମ୍ବାଇ ମହାନଗର ନିଗମ । ଦୁଇ ଦିନ ପାଇଁ ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି । ୪ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି । ସେହିଭଳି ସଭା, ସମିତି ଓ

ଆର୍ଯନ କଲେଜ ଅଫ ବିସିନେସ ମ୍ୟାନେଜମେଣ୍ଟର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ସୁନ୍ଦରପଦାସ୍ଥିତ ଆର୍ଯନ କଲେଜ ଅଫ ବିଜିନେସ ମ୍ୟାନେଜମେଣ୍ଟ ପରିସରରେ ଏକ ବକ୍ତୃତା ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିସିଏସଆରର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା କରାଯାଇଥିଲା କ୍ଷ କାର୍ୟ୍ୟକ୍ରମର ଶୀର୍ଷକ

ଜିଲ୍ଳାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । BSKY କାର୍ଡ ବଣ୍ଟନ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।