ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ
ରାଉରକେଲ: ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଅନଲାଇନ ମାଧ୍ୟମରେ!-->…
