Odia News Portal
Yearly Archives

2021

ବିଏମସିକୁ ଟାର୍ଗେଟ କଲେ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱର: ନିମ୍ନମାନର କାମ କରୁଛି ବିଏମସି । କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ସୁଦ୍ଧା କାମ ହୋଇନାହିଁ । ଟଙ୍କା କୁଆଡ଼େ ଗଲା? ଏଭଳି ଅନେକ ପ୍ରଶ୍ନବାଣ ଛାଡ଼ିବା ସହ ବିଏମସିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ରେ ଥିବା

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେଓଗଡ଼ ରହିଛି। ଉକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା

ମୁମ୍ବାଇ କାନ୍ଥ ଭୁଷୁଡ଼ି ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। କାନ୍ଥ ଭୁଶୁଡି ୧୯ ଜଣଙ୍କ

ପୋଲିସ ଡିଜପିିଙ୍କ ଉପସ୍ଥିତିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମାଓବାଦୀଙ୍କ ସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଥାନା ଅନ୍ତର୍ଗତ ଟେମୃପାଲିରେ ପହଞ୍ଚି ସାରିଛନ୍ତି। ଏହାସହ ପୁଲିସ ଡିଜିଙ୍କ ଉପସ୍ଥିତିରେ

ରାଜ୍ୟରେ ଦେଢ଼କୋଟି ଟପିଲା ଟିକାକରଣ, ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ । ଦେଢ଼କୋଟି ଟପିଛି ଟିକାକରଣ । ଲୋକେ ଉତ୍ସାହର ସହ ଆସି ଟିକା ନେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।

ଜମି ବିବାଦରୁ ତେଣ୍ଟା ମାଡ଼, ୨ ଗୁରୁତର

ଭଦ୍ରକ : ଜମି ବାଡିକୁ କେନ୍ଦ୍ର କରି ତେଣ୍ଟା ମାଡ଼ରେ ୨ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା ଭଦ୍ରକ ଜିଲ୍ଲା ନାଇକାଣିଡ଼ିହି ଥାନା କାଶୀପୁର ଗାଁରେ ଘଟିଛି । ଗୁରୁତର ମାନେ ହେଲେ ସେହି ଗାଁର ରଞ୍ଜନ ବେହେରା ଓ ସମୀର ଜେନା। ଆଜି ସକାଳେ ରଞ୍ଜନ ଓ ସମୀରଙ୍କ ଜମି ପାଖରେ ଅପର ପକ୍ଷ ମାଟି

ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବା ବେଳେ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢିଛି। ଏହାସହିତ ହୁ ମଧ୍ୟ ବିଶ୍ବକୁ ଚେତାଇ ଦେଇଛି ଯେ ବର୍ତ୍ତମାନ ଆମେ ତୃତୀୟ ଲହରର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅଛୁ। ତେବେ ଅଗଷ୍ଟ ଶେଷ ସୁଦ୍ଧା ଏହା ଭାରତକୁ ଆସିପାରେ ବୋଲି ବୈଜ୍ଞାନିକମାନେ

ଜନ୍ମଦିନରେ ଡେବ୍ୟୁ କଲେ ଇଶାନ କିଶାନ

କଲମ୍ବୋ: ଆଜି ଭାରତୀୟ କ୍ରିକେଟର ଇଶାନ କିଶାନଙ୍କ ଲାଗି ଡବଲ ଖୁସି । ନିଜର ଜନ୍ମଦିନରେ ତାଙ୍କୁ ଦଳରେ ମିଳିଛି ସ୍ଥାନ । ଦିନିକିଆ ଦଳରେ ଡେବ୍ୟୁ କରିଛନ୍ତି ଇଶାନ । ପୂର୍ବରୁ ଦୁଇଟି ଆନ୍ତର୍ଜାତିୟ ଟି-୨୦ ମ୍ୟାଚ ଖେଳିଛନ୍ତି ଇଶାନ । ୨ଟି ମ୍ୟାଚରେ ସେ ୬୦ ରନ ସଂଗ୍ରହ କରିଛନ୍ତି । ତେବେ ଆଜି

ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

କଲମ୍ବୋ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଶ୍ରୀଲଙ୍କା । ଭାରତ ବୋଲିଂ କରୁବାକୁ ଥିବା ବେଳେ ଦଳ ଲାଗି ରହିବ ଚ୍ୟାଲେଞ୍ଜ । ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଉଛି ଧାୱନ ବାହିନୀ । ତେବେ ଆଜିର ମ୍ୟାଚରେ ଦୁଇଜଣ ଯବୁ ଖେଳାଳୀ ଡେବ୍ୟୁ କରୁଛନ୍ତି । ପ୍ରଥମେ ବୋଲିଂ

କୋଭିଡ୍ କେୟାରରେ ପ୍ରେମ, ବନ୍ଧାହେଲା ପ୍ରେମିକ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଆଟେଣ୍ଡାଷ୍ଟଙ୍କ ମଧ୍ୟରେ ଗଢ଼ି ଉଠିଥିଲା । ପ୍ରେମିକ ଜଣକ ନାବାଳକ ହୋଇଥିବା ବେଳେ ପ୍ରେମିକାଙ୍କ ବୟସ ୧୯ । ଉଭୟ ଏଠାଠି ରହୁଥିବା ବେଳେ ରଖୁ୍‌ଥିଲେ ଅନୈତିକ ସମ୍ପର୍କ । କେବଳ ଶାରିରୀକ ସୁଖ ଲାଗି ଏକାଠି ରହୁଥିବା କଥା ଜାଣିବା ପରେ