Odia News Portal
Yearly Archives

2021

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନଶମ ସେବାକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର AIIMS ପରିସରରେ ଏଟ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି । ଏହି କେନ୍ଦ୍ର ରେ ଜଣେ station officerଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି

ଆଜିଠୁ ଆରମ୍ଭ ହୋଇଛି ମେଟ୍ରିକ ଫର୍ମଫିଲପ

ଭୁବନେଶ୍ୱର: ନକଟରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ତେବେ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବା ଲାଗି ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ଆଧାରରେ ଆଜିଠାରୁ ଆରମ୍ଭ ହୋଇଛି ଫର୍ମଫିଲପ । ଯାହା ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ । ବୋର୍ଡ

ପ୍ରସିଦ୍ଧ ଗୁଜୁରାଟି ଅଭିନେତା ଅରବିନ୍ଦ ରାଠୋରଙ୍କ ପରଲୋକ

ଅହମ୍ମଦାବାଦ: ଗୁଜୁରାଟୀ ସିନେମାର ପ୍ରସିଦ୍ଧ ଅଭିନେତା ଅରବିନ୍ଦ ରାଠୌଡଙ୍କ ପରଲୋକ ହୋଇଛି । ଅରବିନ୍ଦ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଥିଲେ । ୮୩ ବର୍ଷିୟ ଅଭିନେତା ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଘର୍ଷ କରିବା ପରେ ଗତ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ,

ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ଖବର ମଧ୍ୟରେ ଆଉ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଡିଏ ନେଇ ବଡ ନିଷ୍ପତ୍ତି ହୋଇପାରେ । କହିରଖୁଛୁ, ମହାମାରୀ କରୋନା

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି ପଛରେ ରହିଛି ପ୍ରେମ ସମ୍ପର୍କ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ତଥ୍ୟ ସାମନାକୁ ଆସୁଛି । ଆଜି ଅଭିଯୁକ୍ତଙ୍କ ମା କହିଛନ୍ତି କି, ମୃତ ମହିଳା ପ୍ରିୟଦର୍ଶିନୀ ଓ ଜଗନ୍ନାଥ ପ୍ରଧାନ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ତେବେ ବିବାହ ପରେ ପ୍ରେମରେ

ଋଷିଆ ଯାଇଥିବା ବିମାନ ନିଖୋଜ, ୨୮ ଜଣ ଯାତ୍ରୀ ଥିବା ସୂଚନା

ନୂଆଦିଲ୍ଲୀ: ୨୮ ଜଣଙ୍କୁ ନେଇ ଯାଉଥିବା ରୁଷିଆର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି । ରୁଷିଆର ସୁଦୂର ପୂର୍ବ ଭାଗରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଏଏନ-୨୬ ବିମାନଟି ପେତ୍ରୋପାଓଲୋଭସ୍କ-କାନଚାସ୍କିରୁ ପାଲାନା ଅଭିମୁଖେ ମଙ୍ଗଳବାର ଉଡାଣ କରିଥିଲା । କିନ୍ତୁ ତାହା ଧାର‌୍ୟ୍ୟ

ବାଇକ ଦୁର୍ଘଟଣାରେ ୩ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ ଥାନା ଅର୍ନ୍ତଗତ ମୂର୍ଲାପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛି। ମୃତକଙ୍କ ଘର ଜୁନାଗଡ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗାଁରେ ଓ

ରାଜ୍ୟରେ ଆଜି ୨୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୪୨୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଅନୁଗୁଳରୁ ୭୯,

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୭୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତ ୧୧୧ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ। ଦେଶରେ ଆରୋଗ୍ୟଙ୍କ ପ୍ରତିଶତ ୯୭.୧୭ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ

ଆଜି ବି ରାଜ୍ୟରେ ଅର୍ଦ୍ଧଶତକ ପାର କଲା କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯କୁ ବୃଦ୍ଧିପାଇଛି। ବରଗଡ ଜିଲାରୁ ୫ ଜଣ କୋଭିଡ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା