Odia News Portal
Yearly Archives

2021

୨୦୨୨ରୁ ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକଠାକ ଚାଲିଲେ ପୁରୀକୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଡରାଇଲାଣି ତେଳ ଦର

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଲକଡାଉନ ସମୟରେ ଲୋକେ କାମ ଧନ୍ଦା ନପାଇ

ପୁରୁଷୋତ୍ତମପୁରରେ ଆହାର କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ସ୍ଥାୟୀ ଆହାର କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ । ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ:ଦେଶରେ ତଳମୁହାଁ କରୋନା ମିଟର । ଭାରତରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଜୁନ୍ ୨୭ ଠାରୁ, ୫୦ ହଜାରରୁ କମ୍ ନୂତନ କରୋନା ମାମଲା କ୍ରମାଗତ ଭାବରେ ପଞ୍ଜୀକୃତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୭୧ କରୋନା

ଆଜି ରାଜ୍ୟରେ ୨୮୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୪୦ ଜଣ ଆକ୍ରାନ୍ତ

ଆଜି ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। କ୍ରମାଗତ ଭାବରେ କିଛିଦିନ ହେଲା ୪୦ରୁ ଅଧିକ ସଂକ୍ରାମିତଙ୍କର ମୃତ୍ୟୁ ଘଟୁଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ଜିଲାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା

କେବଳ ସେବାୟତମାନେ ଟାଣିବେ ରଥ

ପୁରୀ: ଚଳିତ ବର୍ଷ ରଥଯାତ୍ରା ଲାଗି ଆଜି ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏକ ପ୍ରେସ ମିଟ୍ କରିଛନ୍ତି । ସେ କହିଛନ୍ତି କି, ଚଳିତ ବର୍ଷ କେବଳ ସେବାୟତମାନେ ଟାଣିବେ ରଥ । ଦକ୍ଷିଣ ମୋଡ଼ ଲାଗି ପୋଲିସ କର୍ମଚାରୀମାନେ ନିୟୋଜିତ

ଟ୍ରେନିଂ ପରେ ଗର୍ଭବତୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: କରୋନନା ବିରୋଧରେ ମୁଖ୍ୟ ଅସ୍ତ୍ର ସାଜିଛି ଟିକା । ସମସ୍ତ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି । ଗର୍ଭବତୀଙ୍କୁ ଟିକା ଦେବା ଲାଗି କିଛିଦିନ ଶୁଣାଯାଉଥିଲା । ତେବେ ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ରର ନିର୍ଦ୍ଦେଶ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ

କୋହଲିଙ୍କୁ ପ୍ରଂଶସା କଲେ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଂଶସା କରିଛନ୍ତିି ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ସେ ଏକ ଚ୍ୟାନେଳକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରାଟ ଅଧିନାୟକତ୍ୱରେ ଖେଳିଲେ ୨୦୦ ଶତକଡା ଉତ୍ସାହ ଆସୁଛି । ଦଳର ବାକି ୧୦ ଜଣ ଖେଳାଳୀ ମଧ୍ୟ କୋହଲିଙ୍କୁ ଅନୁସରଣ କରନ୍ତି ।

ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ସୁନ୍ଦରଗଡ଼ ଜିଲ୍ଲା ଲହୁଡିପଡ଼ା ଥାନା ପୁରୁଣାପାଣି ଗାଁ ନିକଟସ୍ଥ ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଖବର