Odia News Portal
Yearly Archives

2021

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖେର୍ଦ୍ଧା: ପାଗଳ ପ୍ରେମୀର ଉନ୍ମୁକ୍ତ କାଣ୍ଡ । ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇଗୋଡ଼ କାଟିଦେଲା ପ୍ରେମିକ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ତୁଳସୀପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥ୍‌ରେ ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି ।

ଥମୁନି ମେଟ୍ରିକ ରେଜଲ୍ଟ ବିବାଦ

ଭୁବନେଶ୍ୱର: ନିକଟରେ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ଛାତ୍ରଛାତ୍ରୀମାନେ ସ୍କୁଲ ସାମନାରେ ଧାରଣା ଦେବା ସହ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି । ଆଭ୍ୟନ୍ତରିଣରୁ ଉପାନ୍ତ ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ଅଶାନ୍ତି । ମେଧାବୀ ଛାତ୍ର

ଭୁଲ୍‌ କାହାର ?

ଭୁବନେଶ୍ୱର: ମାଟ୍ରିକ, ମୂଲ୍ୟାୟନ, ମନମାନି । ଭୁଲ କାହାର ଦଣ୍ଡ ପାଉଛି କିଏ ? ଭୁଲ୍ ଥିଲାକି ବିନା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପଦ୍ଧତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ଅସନ୍ତୋଷ କୁହୁଳିଛି ତାହା ପୂରା ବ୍ୟବସ୍ଥାର ଢିଲା

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ

ପୁରୀ: ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରେ ପରମ୍ପରା କ୍ରମେ ବଡ ଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଲାଗି ହେବ । ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ ହେଉଛନ୍ତି

ଚଞ୍ଚଳାଙ୍କ ଦୁଃଖ ଶୁଣ ସରକାର

ପୁରୀ: ଶରୀର ଉଚ୍ଚତା ମାତ୍ର ୨ ଫୁଟ୍‌ ୧୦ ଇଂଚ୍‌ । ବୋଝ ଉପରେ ଳଲିତା ବିଡା ପରି ବାମନ ହୋଇଥିବାରୁ ବୟସର ବାର୍ଦ୍ଧକ୍ୟ ଅବସ୍ଥାରେ ଛଟପଟ ହେଉଛନ୍ତି ଏହି ବୃଦ୍ଧା । ଏ ହେଉଛନ୍ତିି ପୁରୀ ମାର୍କଣ୍ଡେଶ୍ୱର ସାହିର ଚଂଚଳା ଓଝା । ବୟସ ଆସି ୬୫ ବର୍ଷ ହେଲାଣି । କୁଆଡେ ଯିବା ତ ଦୂରର କଥା ଠିକ୍‌ସେ

ଗୁଗଲ ଓ ଫେସବୁକକୁ ସଂସଦୀୟ କମିଟିର ସମନ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନା । ଫେସବୁକ ଓ ଗୁଗଲରେ ଦୁନିଆର ସବୁକିଛି ଦେଖି ହେଉଛି । ଦୂରରେ ରହିଥିବା ସାଙ୍ଗ ସହ କଥା ହେବାର ସୁଯୋଗ ଦେଉଛି ଫେସବୁକ । ସୋସିଆଲ ମିଡିଆ ମଧ୍ୟରେ ଫେସବୁକର ବେଶ ଚାହିଦା ରହିଛି । ପିଲାଠାରୁ ବୁଢ଼ା ସମସ୍ତେ ଏହି ଫେସବୁକରେ ଅଛନ୍ତି । ତେବେ ଏହି

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ଲିଭର ଶିରୋସିଶ ସହ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପିଡିତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଥିବା ନେଇ

କରୁଣାକରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଜଣାଶୁଣା ସାମ୍ବାଦିକ କରୁଣାକର ସାହୁଙ୍କ ପରଲୋକ ପରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁପମ ଭାରତରେ କାର୍ଯ୍ୟରତ ଥିବା କରୁଣାକରଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶୋକସନ୍ତପ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇଥିବାବେଳେ ୯୦୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୩୭ ହଜାର ୫୬୬ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ