Odia News Portal
Yearly Archives

2021

ଶ୍ରୀମନ୍ଦିରକୁ ଗଲା ଫୁଲୁରୀ ତେଲ

ପୁରୀ: ବଡ଼ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ଦିଆଗଲା ଫୁଲୁରୀ ତେଲ । ମହାପ୍ରଭୁଙ୍କ ଗୁପ୍ତ ଅଣସର ନୀତି ଲାଗି ଆସିଛି ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରମ୍ପରା ସରିବା ପରେ ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା

ଗମ୍ଭୀରଙ୍କ ଭଳି ରେକର୍ଡ କରିପାରିବେ ତ ଧାୱନ?

ନୂଆଦିଲ୍ଲୀ: ସମିତି ଓଭର ସିରିଜ ଲାଗି ଶ୍ରୀଲଙ୍କା ଗସ୍ତରେ ଯାଇଛି ଟିମ୍ ଇଣ୍ଡିଆ । ୩ଟି ଟି-୨୦ ଓ ୩ଟି ଦିନିକିଆ ଖେଳିବ ଭାରତ । ପ୍ରଥମଥର ଲାଗି ବରିଷ୍ଟ ଖେଳାଳୀଙ୍କ ବିନା ଦଳ ବିଦେଶ ଗସ୍ତରେ ଯାଇଛି । ଧାୱନଙ୍କ ଅଧିନାୟକତ୍ୱରେ ଦଳ ଏହି ସିରିଜ ଖେଳିବ । ରୋହିତ ଓ କୋହଲିଙ୍କ ଭଳି ଅଭିଜ୍ଞ

୭ ସାଇବର ଠକଙ୍କ ନିକଟରୁ ୧୬ ହଜାର ସିମ୍‌କାର୍ଡ ଜବତ

ଭୁବନେଶ୍ୱର: ଲକଡାଉନ ସମୟରେ ମାତିଥିଲେ ସାଇବର ଠକ । ଘରେ ବସି ଲୋକଙ୍କୁ ଠକି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି

ଜଗତସିଂହପୁର ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ହେଲେ ଜଗନ୍ନାଥ ବାରିକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ଜଗତସିଂହପୁରର ଯୁବମୋର୍ଚ୍ଚାର ଉପସଭାପତି ହୋଇଛନ୍ତି ଜଗନ୍ନାଥ ବାରିକ । ତାଙ୍କୁ ଏହି ପଦବୀ ଲାଗି ଚୟନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର‌୍ୟ୍ୟ, ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି

ଏମଏସପି ସ୍ପଞ୍ଜ ଓ ଭଏସ ଅଫ କେନ୍ଦୁଝର ଆନୁକୂଲ୍ୟରେ ଅକ୍ସିଜେନ ସିଲିଣ୍ଡର ବଣ୍ଟନ

କେନ୍ଦୁଝର: ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପ୍ରାଙ୍ଗଣରେ ଭଏସ ଅଫ କେନ୍ଦୁଝର ଏବଂ ଏମଏସପି ସ୍ପଞ୍ଜ କାରଖାନା ମିଳିତ ଆନୁକୂଲ୍ୟରେ ପାଞ୍ଚ ଟି ସଂସ୍ଥା ଯଥା ଆଦୃତ ଚାଇଲଡ ହୋମ, ଭିଓଆରଆଇ, ଆଭିଡିଓ, ଏସଆରଏମ ଏବଂ ଡିଓଭିକୁ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିମିଟର ପ୍ରଦାନ କରାଯାଇଛି । ଅନୁଷ୍ଠିତ

ଡାର୍ଟି ଟିଚର, ନାଳୁଆ ଶିକ୍ଷକଙ୍କୁ ଚପଲରେ ସେକିଲେ ଶିକ୍ଷୟିତ୍ରୀ

କେନ୍ଦୁଝର: ପିଲାଙ୍କୁ ଭଲ ବାଟ ବାଟ ଦେଖାଉଥିବା ଶିକ୍ଷକ ନିଜେ ଗଲେ ଅବାଟରେ । ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରି ଜେଲଗଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଖବର । ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ

ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ

ନବରଙ୍ଗପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷା ରଖି ବିବାହ କରିଥାନ୍ତି । ମାତ୍ର ସାମାନ୍ୟ କଳହକୁ କେନ୍ଦ୍ର କରି ସଇତାନ ପାଲଟିଛି ସ୍ୱାମୀ । ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ କିନ୍ନର ଗିରଫ

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୁଇ ଓଡ଼ିଆ ଖେଳାଳୀଙ୍କ ନାମ ସୁପାରିସ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଦୁଇଜଣ ଓଡ଼ିଆ କ୍ରୀଡାବିତଙ୍କ ନାମ ସୁପାରିସ କରିଛି ରାଜ୍ୟ କ୍ରୀଡ଼ା ବିଭାଗ । ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ