Odia News Portal
Yearly Archives

2021

କମିଶନରେଟ ପୋଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା

ଜମ୍ମୁ ଏୟାରପୋର୍ଟ ନିକଟରେ ବିସ୍ଫୋରଣ, ୨ ଯବାନ ଆହତ

ଜମ୍ମୁ-କାଶ୍ମୀର: ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଜାମ୍ମୁ କାଶ୍ମୀରରୁ ନେଇ ଦିଲ୍ଲୀ ଯାଏଁ ସୁରକ୍ଷା ବାହିନିର ନିଦ ହଜେଇ ଦେଇଛି। ଏହା ଆତଙ୍କୀ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଆତଙ୍କୀ ଆକ୍ରମଣ ଥିଲା କି ଅନ୍ୟ କୌଣସି

ପଢ଼ନ୍ତୁ ମନ୍ କି ବାତ କାର୍ଯ୍ୟକ୍ରମରେ କଣ କହିଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍ ର ୭୮ତମ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ, ନୂଆ ଡ଼େଲଟା ପ୍ଲସ ଭେରିଆଣ୍ଟ ସମେତ ବିଭିନ୍ନ ତଥ୍ୟ ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା

ଭୁବନେଶ୍ୱରରେ ୯୯ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ ଦର ଆକାଶ ଛୁଆଁ ହେବାକୁ ବସିଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ୯୯ ଟଙ୍କା ୨୪ ପଇସା ରହିଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ମଧ୍ୟ ବଢ଼ିଥିବା ଦେଖିବାକୁ ମିଳୁଛି । ଡିଜେଲ ଲିଟର ପିଛା ୯୬ ଟଙ୍କା ୮୮ ପଇସା ରହିଛି । ତେବେ ଭୁବନେଶ୍ୱରରେ ଦିନେ କିମ୍ବା

ବିଜେଡି ମହିଳା ଶାଖାର କର୍ମକର୍ତ୍ତା ନୁଯୁକ୍ତ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଜବାଜ ହୋଇଛି ବିଜେଡ଼ି । ଗତକାଲି ୩୦ଟି ଯାକ ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଆଜି ମହିଳା କମିଟି ଗଠନ ହୋଇଛି । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ,

ଦେବଦୂତ ସାଜିଲେ ଡାକ୍ତରବାବୁ

ନୂଆପଡା: ଦେବଦୂତ ସାଜିଲେ ଡାକ୍ତରବାବୁ । ରୋଗୀକୁ ଦେଲେ ନୂଆ ଜୀବନ । ବିରଳ ଅସ୍ତ୍ରୋପଚାର କରି ଭଲ କରିଦେଲେ ଦେହ । ଆଦିବାସୀ ଅଧ୍ୟୁଷିତ ନୂଆପଡାରୁ ଆସିଛି ଏମିତି ଏକ ଭଲଖବର । ଏ ହେଉଛନ୍ତି ଲୋଚନ ବାରିକ । ଗାଁ ଗାଁ ବୁଲି ବାରିକ ସେବା କରନ୍ତି । ହେଲେ ଗଛରୁ ପଡି ଗୋଡର ଚାଲିବା ଶକ୍ତି

ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ କମ୍ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀର ଆଗମନ ଘଟିଥିଲେ ମଧ୍ୟ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆଶାନୁପାତରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ମୌସୁମୀ ବିଭିନ୍ନ ସ୍ଥାନୀୟ ପରିସ୍ଥିତି କାରଣରୁ ସ୍ୱାଭାବିକ ହୋଇ ନ ଥିବା

କରୋନା କଟକଣାକୁ ଭୁଲି ଧୁମ୍ ନାଚିଲେ ପୋଲିସ ବାବୁ

ରାଉରକେଲା: ମୋର ସାଦି କରାଇ ଦେରେ, ମୋର ଟୋଡ଼ି ବନାଇ ଦେ । ଏହି ଗୀତ ବାଜୁଛି । ଆଉ ପୋଲିସ ବାବୁ ଧୁମ ନାଚୁଛନ୍ତି । ତେବେ ପୋଲିସ ବାବୁ ନାଚିବା କିଛି ଅସୁବିଧା ନାହିଁ । ବ୍ୟକ୍ତିିଗତ ଜୀବନ କଥା । ମାତ୍ର ଆଇନର ପାଠ ପଢ଼ାଉଥିବା ପୋଲିସ ବାବୁ କରୋନା କଟକଣାକୁ ଫୁ କରି ଦେଇଥିବା ଏହେବ ଚର୍ଚ୍ଚାର

ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ

ଭୁବନେଶ୍ୱର: ଶିବିର ସଜାଡିଲା ବିଜେଡି । ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ । ଗୋଟିଏ ଦିନରେ ୨୬ ଜଣ ନେତାଙ୍କୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି ।

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ