Odia News Portal
Yearly Archives

2021

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦିଆଯାଉ: ଗାଭାସ୍ମର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ ଖେଳାଳୀମାନେ ସମାଲୋଚନାର ଶିକାର ହେଉଛନ୍ତି । ଖେଳାଳୀଙ୍କ ବ୍ୟାଟିଂ ଓ ବୋଲିଂକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଅଭିଜ୍ଞ ଖେଳାଳୀମାନେ । ତେବେ ଏହାରି ଭିତରେ ନିଜ ମତ ରଖିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ

ଖଟିଆରେ ୨ କିଲୋମିଟର ବୁହାହେଲେ ରୋଗୀ

କେନ୍ଦୁଝର: ପୁଣି ଖଟିଆରେ ବୁହାହେଲେ ରୋଗୀ । ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣେ ରୋଗୀ ଦୁଇ କିଲୋମିଟର ବୁହା ହୋଇଥିବା ନଜରକୁ ଆସିଛି । କେନ୍ଦୁଝର ଜିଲ୍ଲା ଠାକୁରମୁଣ୍ଡ ବ୍ଲକ ଭାଲିଆଡାଳ ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ସଲାଇ କାଣ୍ଡିଆଙ୍କୁ ପରିବାର ଲୋକ ଓ ମେଡିକାଲ କର୍ମଚାରୀ ଦୁଇ

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍କୋର୍ଟଙ୍କୁ ସୂଚନା ଦେଇଛି।ଫାର୍ମାସ୍ୟୁଟିକାଲ୍ କମ୍ପାନୀ

ନନ୍ଦନକାନନ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସୁରଙ୍କ ପ୍ରେସମିଟ୍‌

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଦାରୁଠେଙ୍କରେ ଜଟଣୀ ବିଧାୟକ ଏକ ପ୍ରେସମିଟର ଆୟୋଜନ କରିଛନ୍ତି । ନନ୍ଦନକାନନ ଅଞ୍‌ଚଳର ବିଭିନ୍ନ ସମସ୍ୟା ନେଇ ପ୍ରେସମିଟ୍ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ଜଳ ସମସ୍ୟାଠାରୁ ଆରମ୍ଭ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଲା ଲାଗି ସେ ଏକ

ତିନିଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଥିବା ପ୍ରସ୍ତୁତି ଉପରେ ନଜର ରଖିବେ। ଏଥି ସହିତ ରାଜନାଥ ସିଂ ଲଦାଖରେ ପହଁଚିବା ପୂର୍ବରୁ ଜମ୍ମୁର

ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ମାତ୍ର ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କଲା ଦୁର୍ବୁତ୍ତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା । ସେମାନେ ପଇସା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୃବରାଜ ନାୟକଙ୍କୁ ହତ୍ୟା ଅଭିଯୋଗ । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ କରାଯାଇଥିଲା । ତେବେ ଆଜି ଝାରସୁଗୁଡ଼ା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କୁ

ଏକାକୀ ନିର୍ବାଚନ ଲଢ଼ିବ ବିଏସପି

ୟୁପି: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି । ଆଜି ଏନେଇ ସୂଚନା ଦେଇଛନ୍ତି ବିଏସିପି ମୁଖ୍ୟ ମାୟାବତୀ । ଉତ୍ତର ପ୍ରଦେଶରେ ଏମଆଇଏମଏମ ସହ ମିଶି ବିଏସପି ନିର୍ବାଚନ ଲଢ଼ିବ ବୋଲି ଖବର ପ୍ରସାରଣ ହେଉଥିଲା । ଏପରିକି ଏହି ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର