Odia News Portal
Yearly Archives

2021

ରାଜ୍ୟରେ ୨୪ ଘଣ୍ଟାରେ ୩୪୪୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ

କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାକୁ ଲାଗୁଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ଧରୁନି । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୧୪ ଘଣ୍ଟା ମଧ୍ୟରେ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ ପୁରଷ୍କାର

ଭୁବନେଶ୍ୱର: ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ମିଳିଛି ୨ଟି ପୁରସ୍କାର । ସାମାଜିକ ଦୃଷ୍ଟି କୋଣରୁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବେଷ୍ଟ ଗଭନାନ୍ସ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଗୃହ ଓ ନଗର ମନ୍ତ୍ରାଳୟ ପକ୍ଷରୁ ଷଷ୍ଠ ବାର୍ଷିକ ପୁରଷ୍କାର

ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ, ସେବେଠାରୁ ରାଜନୀତିରେ

ଜୁଲାଇ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟା ପରେ ଆସୁଛି ଜୁଲାଇ ମାସ । ତେବେ ଏହି ମାସରେ ୧୫ଦିନରୁ ଅଧିକ ଦିନ ବ୍ୟାଙ୍କ ବନ୍ଦ ରହିପାରେ ବୋଲି ସୂଚନା ମିଳିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହଲିଡେ କ୍ୟାଲେଣ୍ଡର ଅନୁସାରେ ଜୁଲାଇରେ ୬ ଦିନ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ

କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ

ଭୁବନେଶ୍ୱର: କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର‌୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି।

ଯୌନ ଶୋଷଣର ଶିକାର ହେଲେ ମହିଳା ଡାକ କର୍ମଚାରୀ

ସମ୍ବଲପୁର: ଦିନକୁ ଦିନ ବଢ଼ିବାରେ ଲାଗି ଯୌନ ଶୋଷଣ ମାମଲା । କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଏହା କମିବାର ନାଁ ଧରୁନି । କେତେବେଳେ ନାବାଳିକା ଯୌନ ଶୋଷଣ ହେଉଛନ୍ତି ତ ଆଉ କେତେବେଳେ ବୃଦ୍ଧାଙ୍କୁ

ଆଇଟି ମିନିଷ୍ଟରଙ୍କ ଆକାଉଣ୍ଟକୁ ଘଣ୍ଟେ ପାଇଁ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ

ସମାଧାନ ହେଲା ସମସ୍ୟା, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଅପରାଜିତା

ଭୁବନେଶ୍ୱର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ହୋଇ ଯାଉଛି ଜଳମଗ୍ନ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନୟାପଲ୍ଲୀ ଅଞ୍ଚଳର ଜଳ ନିଷ୍କାସନ ଲାଗି ୧୨୦ ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇଥଲେ । ଏନେଇ ପ୍ରତିରକ୍ଷା