ସାଂସଦ ଅପରାଜିତାଙ୍କ ଗାଡିକୁ ଅଣ୍ଡାମାଡ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ ।ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହା ସହ ସାଂସଦଙ୍କୁ କଳାପତାକା ମଧ୍ୟ ଦେଖାଇଛନ୍ତି ଛାତ୍ର କଂଗ୍ରେସ ।
ବନମାଳିପୁରରେ ଏକ!-->!-->!-->…