Odia News Portal
Yearly Archives

2021

ଆଜି ଶୀତଳଷଷ୍ଠୀ

ଭୁବନେଶ୍ୱର: ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍ଜନନୀ ମାତା ପାର୍ବତୀଙ୍କ ସହ

କମୁଛି କରୋନା କାୟା, ରାଜ୍ୟରେ ୩ହଜାର ୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । କମୁଛି କରୋନାର କାୟା । ଦିନକରେ ଚିହ୍ନଟ ହେଲେ ୩ହଜାର ୪୦୫ ନୂଆ ସଂକ୍ରମିତ । ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୩୪୦୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୪୬୩ଟି ହେଉଛି

କରୋନା ଲାଗି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ

ରଜ ପାଳିଲେ ସୁର

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ଗାଁରୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । କୋଭିଡ କଟକଣା ମଧ୍ୟରେ ସମସ୍ତେ ପାଳନ କରିଛନ୍ତି ଏହି ପର୍ବ । ପାଠ,ପିଠା ଖାଇ ଦୋଳି ଖେଳିଛନ୍ତି ଲୋକେ । ତେବେ ଏହାରି ଭିତରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୋମବାର ଦିନ ନିରାଡମ୍ବର ଭାବେ

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

କୋଲକାତା: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ

ଆକ୍ସନ ମୁଡ୍‌ରେ ପାଟପୁର ପୋଲିସ

ଗଞ୍ଜାମ: ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ । ବେଆଇନ ଭାବେ ଚାଲିଥିବା ଫ୍ୟାକ୍ଟ୍ରି ଉପରେ କରିଛି ଚଢ଼ାଉ । ବେଆଇନ ଭାବେ ନାମୀ ଦାମୀ କମ୍ପାନୀର କୋଲଡ୍ରିଙ୍କ, ପାଣୀ ଓ କୁରକୁରି ତିଆରି କରି ମାର୍କେଟକୁ ପଠାଉଥିବା କମ୍ପାନୀ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ,

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା

୭ ବର୍ଷ ଝିଅକୁ ଶୌଚାଳୟରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନାଗପୁର: କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ନର ରାକ୍ଷସ । ସାମାନ୍ୟ ଦେହର ସୁଖ ଲାଗି ବୟସର ତାରତମ୍ୟ ଦେଖୁନାହିଁ ଦେହଲୋଭୀ ମଣିଣ । ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ୨୫ ବର୍ଷୀୟ ଯୁବକ । ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜା ଜନକ ଖବର । ପୋଲିସ ଅଭିଯୁକ୍ତ

ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖେଳାଳୀ, ପଢ଼ନ୍ତୁ କିଏ କେତେ ରନ କଲେ

ସାଉଥମ୍ପନ୍‌: ଆସନ୍ତା ୧୮ ତାରିଖରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସସିପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ଇଣ୍ଟର ପ୍ରାକ୍ଟିସ ମ୍ୟାଚ ଖେଳିଛି । ତେବେ ଏହି ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ

ଆସନ୍ତାକାଲି ଶୀତଳ ଷଷ୍ଠୀ

ଭୁବନେଶ୍ୱର: ଆସନ୍ତାକାଲି ହେଉଛି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ । ମହାଦେବ ଶିବଙ୍କ ସହ ଗିରି ନନ୍ଦିନୀ ପାର୍ବତୀଙ୍କ ବିବାହ । ଏଥି ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଏଠାରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ଚଳିତ ବର୍ଷ ଟିକେ ଫିକା ପଡିଛି । ତେବେ କରୋନା କଟକଣାକୁ ମାନି