Odia News Portal
Yearly Archives

2021

ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉଠା ଦୋକାନୀଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହରାଞ୍ଚଳର ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬କୋଟି ୨୯ ହଜାର ୭୧ଶହ ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ୮୭ ହଜାର ୫୫୭ଜଣ ଦୋକାନୀ ହେବେ ଉପକୃତ

ଶ୍ରୀମନ୍ଦିର ପ୍ରଶାସନ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଲାଗି ଦାବି

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି କରୁଥୁବା ତଥା ଶ୍ରୀଜୀୟଙ୍କ କାର୍ଯ୍ୟରେ ଥିିବା ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯେଦ୍ଧା ମାନ୍ୟାତା ନେଇ ଦାବି କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବଡ଼ ନିଷ୍ପତି । ଜମି ଜବରଦଖଲକାରୀ କେବେ ହେଲେ ନେଇପାରିବେ ନାହିଁ ଆଇନର ଆଶ୍ରୟ । ଏଭଳି ନିଷ୍ପତି ଘୋଷଣା କରିଛି ସୁପ୍ରିମକୋର୍ଟ । ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ

ରାମରହିମଙ୍କ ଯତ୍ନନେବେ ହନିପ୍ରୀତ

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ରୋହତକର ମେଦାନ୍ତ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଡେରା ସୌଚ୍ଚ ବାବା ରାମ୍ ରହିମ । ବାବାଙ୍କ ଧରମ ଝିଅ ତଥା ନିକଟତମ ହନିପ୍ରୀତ ତାଙ୍କ ଯତ୍ନ ନେଉଛନ୍ତି । ତେବେ ସେ ତାଙ୍କର ଆଟେଣ୍ଡାନ୍ସ ଭାବେ ହସ୍ପିଟାଲରେ ପଞ୍ଜିକରଣ କରିଛନ୍ତି । ଏକ ଆଟେନଣ୍ଡାନ୍ସ

ଯୁକ୍ତ ୨ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବସିଥିବା ବୈଠକରେ ବାହାରିିଲାନି ନିଷ୍କର୍ସ, ବସିବ ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନିର୍ଦ୍ଧାରଣ କରିବାକୁ ବସିଥିଲା ବୈଠକ । ପ୍ରଥମ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଦ୍ୱିତୀୟ ବୈଠକ ବସିବା ନେଇ ସୂଚନା ମିଳିଛି । ଗଠନ ହୋଇଥିବା ୧୪ ଜଣିଆ

ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପ୍ରାକ୍ ମୌସୁମୀ ପ୍ରଭାବରେ ଆଜିଠୁ ବର୍ଷା । ତେବେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ

ନୂଆପଡ଼ା ବିଧାୟକ କରୋନା ସଂକ୍ରମିତ

ନୂଆପଡ଼ା: କରୋନାରେ ଆକ୍ରାନ୍ତ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲିକିଆ । କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ବିଧାୟକ ଶ୍ରୀ ଢୋଲକିଆ ରବିବାର

ତଳମୁହାଁ କରୋନା ମିଟର, ଆଜି ୫୮୯୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭାଙ୍ଗଛି କରୋନାର ଚେନ୍ । ଆଜି ୬ହହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୬୪ଜଣ ପଜିଟିଭ

ରଥଖଳାରେ ମହାପ୍ରସାଦ ସେବନ କଲେ ଜିଲ୍ଲାପାଳ

ରଥଖଳାରେ ତଳେ ଚକା ପକାଇ ବସିଛନ୍ତି ଜିଲ୍ଲାପାଳ। ରଥ ନିର୍ମାଣରେ ନିୟୋଜିତ କାରିଗର ଓ ସେବାୟତଙ୍କ ସହ ମିଶି ମହାପ୍ରସାଦ ସେବନ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଏଭଳି ସାଧାରଣ ଜୀବନଯାପନ ଦେଖି ଆଜି ସମସ୍ତେ ତାଜୁବ ହୋଇଛନ୍ତି। ପିପିଇ କିଟ୍ ପିନ୍ଧି କୋଭିଡ କେୟାର ଯାଇ ଚର୍ଚ୍ଚାରେ ଥିବା