Odia News Portal
Yearly Archives

2021

ନିଜ ଜନ୍ମକଲା ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା, ଥାନାରେ ଅଭିଯୋଗ କଲା ମା

ନୂଆଦିଲ୍ଲୀ: କିଛିକ୍ଷଣର ସୁଖ ଲାଗି ମଣିଷ ଦେଖୁନି ସମ୍ପର୍କ । ଦେହର ସୁଖ ଆଗରେ ତୁଛ ହୋଇଛି ରକ୍ତ ସମ୍ପର୍କ । ନିଜର ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା । ଶେଷରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଦକ୍ଷୀଣଦିଲ୍ଲୀ ମାଲବୀୟ ଥାନା ମାଡ଼ଙ୍ଗୀର ଅଞ୍ଚଳରୁ ଆସିଛି ଏଭଳି ଖବର । ପୋଲିସ

ନଭେମ୍ବର ଯାଏଁ ମାଗଣା ରାସନ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆସନ୍ତା ନଭେମ୍ବର ଯାଏଁ ମାଗଣା ରାସନ ଦିଆଯିବ । ଦେଶର ୮୦ କୋଟି ରାସନ ଉପଭୋକ୍ତା ଏଥିରେ ଉପକୃତ ହେବେ ।

ଡ୍ରଗ୍ସ ମାମଲାରେ ଭବାନୀପାଟଣାରେ ୨ଦିନରେ ୮ ଗିରଫ

ଭବାନୀପାଟଣା: ଲକଡାଉନରେ ବଢ଼ୁଛି ନିଶା କାରବାର । ୨ଦିନରେ ଭବାନୀପାଟଣା ସହରରୁ ୮ଜଣ ଗିରଫ । ଏସ୍ପିଙ୍କ ନିର୍ଦେଶ କ୍ରମେ ସହରରେ ଡ୍ରଗ୍ସ କାରବାର ରୋକିବା ପାଇଁ ଭବାନୀପାଟଣା ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗତ ୨ ଦିନ ମଧ୍ୟରେ ପୁଲିସ ବ୍ରାଉନସୁଗାର ସମେତ ଅନ୍ୟା ଡ୍ରଗ୍ସ ଜବତ

ତହସିଲଦାରଙ୍କୁ ମାଡ଼

ବଲାଙ୍ଗୀର: ତହସିଲଦାରଙ୍କୁ ମାଡ଼ ମାରିଲେ ଚାଷୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆସିଛି ଏଭଳି ଖବର । ଦେଓଗାଁ ତହସିଲଦାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମାଡ ମାରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ

ଅମ୍ରିତଙ୍କ ଲାଗି ଛୁଟୁଛି ସହଯୋଗର ସୁଅ

ଭୁବନେଶ୍ୱର: ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କ ଲାଗିଛି ଛୁଟିଛି ସହଯୋଗର ସୁଅ । ଏଯାବତ ତାଙ୍କ ଚିକିତ୍ସା ଲାଗି ୯୧ ଲକ୍ଷ ଟଙ୍କାର ସହାୟତା ରାଶି ପହଞ୍ଚିଥିବା ସୂଚନା ମିଳିଛି । ବିଭନ୍ନ ମହଲରୁ ତାଙ୍କୁ ସହଯୋଗ ଆସୁଛି । ଏଯାବତ ୧ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ତାଙ୍କୁ ସହଯୋଗର

ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପଢ଼ନ୍ତୁ କଣ ସବୁ କହିଛନ୍ତି ମୋଦି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ମହାମାରୀ । ପୂର୍ବରୁ ମେଡିକାଲରେ କେବେ ଏଭଳି ଅକ୍ସିଜେନର ଆବଶ୍ୟକତା ପଡିନଥିଲା । ଏଭଳି ମହାମାରୀ କେବେ ବିଶ୍ୱ ଦେଖି ନଥିଲା । ସାରା ଦେଶବାସୀ ଏହି ମହାମାରୀ

୩୩ଟି ଚକ ନିର୍ମାଣ କାମ ଶେଷ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାମ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର

ବାତ୍ୟା ୟାସ୍‌ର ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ୟାସ୍‌ର ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍ । ଆଜି ବାଲେଶ୍ୱର ଓ ଭଦ୍ରକରେ ପହଞ୍ଚି ସମୀକ୍ଷା କରିଛି ଏହି ୪ ଜଣିଆ ଟିମ୍ । ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ

ମୋ ଭାଇ ଆପରେ ଘରେ ପହଞ୍ଚିବ ସାବିତ୍ରୀ ଭାର

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ଫଳ ବଜାରରେ ଲାଗି ଲୋକଙ୍କ ଭିଡ଼ । ତେବେ ମହାମରୀରେ ଘରେ ଫଳ ଓ ପୂଜା ସାମଗ୍ରୀ ପହଞ୍ଚଇବ ମୋ ଭାଇ ଆପ୍ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଆପ୍ ମାଧ୍ୟମରେ ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିରଞ୍ଜନ ସାହୁ । ୱେବସାଇଟ ମାଧ୍ୟମରେ