ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ
କେନ୍ଦୁଝର: ଶାଳୀକୁ ଅତି ନିର୍ମମ ଭାବରେ ହାଣିବା ପରେ ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଜ୍ୱାଇଁ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିବିବୁର ଅଞ୍ଚଳରୁ ଆସିଛି ଏଭଳି ଅମାନବୀୟ ଘଟଣା । ଶାଳୀ ମରିୟନ ହସାକୁ ଟାଙ୍ଗିଆରେ ହାଣି ୨୦୦ ଫୁଟ୍ ତଳକୁ ଏକ ଘାଇରେ ଫୋପାଡ଼ିବା ପରେ ଶାଶୁ ଫୁଲମଣିକୁ!-->…
