କଂଗ୍ରେସର କରୋନା ଟିକା ଟାର୍ଗେଟ
ଭୁବନେଶ୍ୱର: କରୋନା ଟିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ପ୍ରେସମିଟରେ ଉଭୟଙ୍କୁ କଟାକ୍ଷ କରିଛି ପିସିସି । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି!-->…
