Odia News Portal
Yearly Archives

2021

କୋଭିଡ ପରିଚାଳନାରେ ସୋଆ ଏନଏସଏସର ୬୪ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : କୋଭିଡ୍ ଚିକିତ୍ସା ସହ କୋଭିଡ ମୁକାବିଲା ପରିଚାଳନାରେ ବି ସକ୍ରିୟ ଭୂମିକା ନିଭାଉଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ । ରାଜଧାନୀ ସହ କିଛି ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ପରିଚାଳନା ସହ ସଂପୃକ୍ତ ସୋଆ ବିଭିନ୍ନ ଜିଲ୍ଲାରେ କୋଭିଡ ପରିଚାଳନାରେ ମଧ୍ୟ ସାମିଲ

ମହାବିଦ୍ୟାଳୟ ଜମିଜମା ସମସ୍ୟାର ସମାଧାନ ଜରୁରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.

ଜାଣନ୍ତୁ ୨ ସପ୍ତାହର ତାଲାବନ୍ଦ୍ ଅବଧିରେ କଣ ରହିବ ଖୋଲା…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ତେବେ ଲକଡାଉନ୍ ସମୟରେ ମାଲ୍ ପରିବହନ ଉପରେ

ଜୁନ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି । ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ସମୟରେ ଲକଡାଉନର ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ମିଟ୍ ରେ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ,

ସ୍ଵାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: ସ୍ଵାମୀଙ୍କ ମୃତ୍ୟୁ ପରେ ବୃଦ୍ଧା ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ।ରବିବାର ରାତିରେ ଟ୍ରେନ ଯାତ୍ରା ସମୟରେ ବୃଦ୍ଧାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଟ୍ରେନ୍ ଖୋର୍ଦ୍ଧା ନିକଟରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା । ସୂଚନା

ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୯ରୁ ଆରମ୍ଭ ହେବ ଚିକିତ୍ସା

ପୁରୀ: ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି। ସମ୍ ହସ୍ପିଟାଲ ଏହି ପ୍ରକଳ୍ପ

ଭାକସିନ୍ ନେବା ପରେ ଦେଖାଯାଉଛି ଏହି ସବୁ ଗମ୍ଭୀର ସମସ୍ୟା

ନୂଆଦିଲ୍ଲୀ: କୋଭିଡ୍ ଭାକସିନ୍ ନେବା ପରେ କିଛି ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରୁଛନ୍ତି । ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା କିଛି ବ୍ୟକ୍ତିଙ୍କଠାରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦେଖାଦେଇଥିଲା । ଭାରତରେ କୋଭିସିଲ୍ଡ ଟିକା ନେବା ପରେ

ଫେରାର ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଟେର୍ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଟେର୍ ପାଉନି ପୁଲିସ୍‌। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ୍‌ ସୁଶୀଲ କୁମାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏଯାଏଁ ତାଙ୍କ କୌଣସି ସୂଚନା