Odia News Portal
Yearly Archives

2021

ପ୍ରଧାନମନ୍ତ୍ରୀଙ୍କ ଆଜି ଗୁଜରାଟ ଓ ଦମନ ଗସ୍ତ, ବାତ୍ୟା ପ୍ରଭାବିତ ଅଂଚଳ ବୁଲି ସମୀକ୍ଷା କରିବେ

ସ୍ବାଧିକାର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଓ କେନ୍ଦ୍ର ଶାସିତ ଅଂଚଳ ଦମନ ଏବଂ ଦିଉ ଯିବେ । ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ

ଗ୍ରାମୀଣ ଭାରତରେ କୋଭିଡ ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ପରତା

• ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ • ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ କୋଭିଡ ସଚେତନତା ବୃଦ୍ଧି ପାଇଁ ସଘନ ପ୍ରଚାର ଓ ଯୋଗାଯୋଗ ଅଭିଯାନ ଚାଲିବ

କରୋନା ଲଢ଼େଇ ଜିତିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ କିଛି ଦିନ ତଳେ କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଫ୍ୟାନ୍ ବହୁତ ଚିନ୍ତିତ ହୋଇପଡ଼ିଥିଲେ । କଙ୍ଗନା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଜିତି ନେଇଛନ୍ତି । ନିଜେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା କଙ୍ଗନା ସୋଶାଲ

ଆଉ ହେବନି ପ୍ଲାଜମା ଥେରାପି

ଭୁବନେଶ୍ୱର : ଗତବର୍ଷ ବହୁଳ ଭାବେ ‘ପ୍ଲାଜମା ଥେରାପି ’କାର୍ଯ୍ୟକାରୀ ହୋଇଥିବା ବେଳେ ଏଣିକି ଆଉ ଏହି ଥେରାପିରେ ଚିକିତ୍ସା କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ୍

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆସନ୍ତା ୨୩ତାରିଖ ସୁଦ୍ଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ଓ ଓଡ଼ିଶା ପ୍ରତି ଏହାର ବିପଦ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରାକ୍ ଆକଳନ କରାଯାଇଛି। ରାଜ୍ୟ ପାଣିପାଗ ବିଭାଗ ସୂତ୍ରରୁ

ଲକଡାଉନ ଓ ଲୋକଙ୍କ ସଚେତନତାକୁ ନବୀନଙ୍କ ଶ୍ରେୟ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ - ମୁଖ୍ୟମନ୍ତ୍ରୀ .ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବାକୁ ନିର୍ଦେଶ - ଦିନକୁ ୭୦ ହଜାର ଟେଷ୍ଟିଂ କରାଯିବ - ୩୬୮ଟି ଆଇସିୟୁ ବେଡ୍ ବୃଦ୍ଧି କରାଯିବ - ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ

ଗାଁ ଗାଁରେ ବର୍ତମାନ ତାସ ଖେଳ , ଭୋଜିଭାତ ବନ୍ଦ କର : ମନ୍ତ୍ରୀ ଅରୁଣ ସାହୁ

ନୟାଗଡ : ଆଜି ଅପରାହ୍ନ 4ଟା ରେ ଭରଚୁଆଲ ମାଧ୍ୟମରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭା .ପ୍ର .ସେ. ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , ଜିଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ

କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳମାନେ ସାଜିବେ କମାଣ୍ଡର

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ସମୟରେ ମଙ୍ଗଳବାର ଦିନ ଏକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କିଛି ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଏହା ବ୍ୟତୀତ କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳ ମାନେ ସ୍ଥାନୀୟ ନିୟନ୍ତ୍ରଣ କ୍ଷେତ୍ର, ଟେଷ୍ଟିଂ ସଂଖ୍ୟା ବୃଦ୍ଧି

ଜୁଲାଇରେ ସିବିଏସ୍ଇ ୧୦ମ ରେଜଲ୍ଟ

ନୂଆଦିଲ୍ଳୀ : ବିଭିନ୍ନ ରାଜ୍ୟରେ କୋଭିଡ-୧୯ ମହାମାରୀ ଲାଗି ଜାରିରହିଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୧୦ମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ