Odia News Portal
Yearly Archives

2021

ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିରରେ ଜଗା ଦର୍ଶନ

ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ଲହର ଚାଲୁଥିବା ସମୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ଏହି ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି

ସୁଟିଂ ଉପରେ ଲାଗିଲା ରୋକ୍‌, ବଢ଼ିଲା ନିର୍ମାତାଙ୍କ ଅସୁବିଧା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ।ଆଉ ଏହା ମଧ୍ୟରେ ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ଜଗତକୁ ଲାଗିଛି ବଡ଼ ଝଟକା । ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ସୁଟିଂ ଉପରେ ରୋକ୍‌ ଲଗାଇଛନ୍ତି ଏସଆରସି । ରାଜ୍ୟରେ ଇନ୍ ଡୋର୍ ଓ ଆଉଟ୍

ଦେଶ ଛାଡି ଚାଲିଯିବାର ଗୁଜବ ମଧ୍ୟରେ ସାଇରସ୍ ପୁନାୱାଲାଙ୍କ ବଡ଼ ବୟାନ୍

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଦେଶ ଛାଡି ଚାଲିଯିବାର ଗୁଜବ ମଧ୍ୟରେ ପୁନାୱାଲା ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ତାଙ୍କ ପିତା ସାଇରସ୍ ପୁନାୱାଲା ମଧ୍ୟ ଲଣ୍ଡନରେ ପହଞ୍ଚିଛନ୍ତି। ତାଙ୍କ ପରିବାର ସେଠାରେ ପହଞ୍ଚିବା ପରେ ପୁନାୱାଲା ଦେଶ ଛାଡିବା ନେଇ

ଦିଲ୍ଲୀ ପରେ ହରିୟାଣାରେ ବଢ଼ିଲା ଲକଡାଉନ୍ ଅବଧି

ହରିୟାଣା: ମେ ୩ ତାରିଖରୁ ହରିୟାଣାରେ ଲକ ଡାଉନ୍ ଘୋଷଣା ହୋଇଥିଲା । ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ପୁଣି ଥରେ ଏହାକୁ ବୃଦ୍ଧି କରାଯାଇଛି। ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ଲକଡାଉନ୍ ଜାରି ରହିବ। ପାନିପଥରେ ସିଏମ ମନୋହର ଲାଲ ଏହି ସୂଚନା

ମାଡ଼ିଆସୁଛି ତୌକତ: ୧୭ରେ ଛୁଇଁବ ଗୁଜୁରାଟ ଉପକୂଳ

ଗୁଜୁରାଟ: ଗୁଜୁରାଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ସାମୁଦ୍ରିକ ଝଡ ତୌକତ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ଝଡ ଗୁଜୁରାଟ ଉପକୂଳରେ ମେ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ତୌକାତ ମେ ୧୮

ଦିଲ୍ଲୀରେ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା

ଭୁବନେଶ୍ବର: ଦିଲ୍ଲୀରେ ପୁଣି ଥରେ ବଢ଼ିଲା ଲକଡାଉନ୍ ଅବଧି ।ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା

ମେଡିକାଲ ଅମ୍ଳଜାନର ବେଆଇନ ବିକ୍ରି

ଭୁବନେଶ୍ବର : କରୋନା ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀକୁ ସୀମିତ ରଖିବା ପାଇଁ ଓଡିଶା ଅନେକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି । ତଥାପି ରାଜ୍ୟ ରାଜଧାନୀରେ ମେଡିକାଲ ଅମ୍ଳଜାନର ବେଆଇନ ବିକ୍ରି ହେବାର ଖବର ପ୍ରଚାରିତ ହେଉଛି। ପୂର୍ବରୁ ୧୨୦୦ରୁ ୧୫୦୦ ଟଙ୍କାରେ

ଲଭ୍ ରାଶିଫଳ: ଜାଣନ୍ତୁ ଆଜି ଆପଣଙ୍କ ଲଭ୍ ଲାଇଫ୍ କେମିତି କଟିବ…

ଭୁବନେଶ୍ବର: ମେ ୧୬, ୨୦୨୧ ର ଆପଣଙ୍କ ଦୈନନ୍ଦିନ ପ୍ରେମ ରାଶିଫଳ ଚନ୍ଦ୍ରର ଗଣନା ଉପରେ ଆଧାରିତ | ପ୍ରେମ ରାଶିଫଳ ମାଧ୍ୟମରେ ଆପଣ ଆପଣଙ୍କର ପ୍ରେମ ଜୀବନ ଏବଂ ବିବାହିତ ଜୀବନ ସହିତ ଜଡିତ ଭବିଷ୍ୟବାଣୀ ବିଷୟରେ ଜାଣିପାରିବ |ତେବେ ଆସନ୍ତୁ ଜାଣିବା ଆଜିର ଲଭ୍ ରାଶିଫଳ:- *ମେଷ ରାଶି ଲଭ୍

ବଡ ହୋଟେଲରେ ରହିବେ କରୋନା ରୋଗୀ

ଭୁବନେଶ୍ୱର : ବିଏମସି ନେଲା ବଡ ନିଷ୍ପତ୍ତି । ଦିଲ୍ଲୀ ଓ ମୁମ୍ବାଇ ଭଳି ଏବେ ଭୁବନେଶ୍ୱରରେ ବଡ ହୋଟେଲରେ ରହିବେ କରୋନା ରୋଗୀ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର