Odia News Portal
Yearly Archives

2021

କରୋନାରେ ଜନମଙ୍ଗଳ କାର୍ଯ୍ୟ ପାଇଁ ଆଗେଇ ଆସିଲେ ୩ ସ୍ୱେଚ୍ଛାସେବୀ ସଂଗଠନ

ଭୁବନେଶ୍ବର: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିସ୍ୱାର୍ଥପର ସେବା ସଂଗଠନ (Yours hope), କ୍ଲବ୍ ସତ୍ୟବାଦୀ ଓ ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ସତ୍ୟବାଦୀର ସାକ୍ଷୀଗୋପାଳଙ୍କ ମନ୍ଦିର ଓ ତାର ଚତୁଃପାର୍ଶ୍ଵର, ଚନ୍ଦନ ଚକଡା, ଆଖପାଖର ଗ୍ରାମ, ସାହି ଗୁଡ଼ିକୁ ସାନିଟାଇଜିଂ କରାଯାଇଛି।

ବରିଷ୍ଠ ନାଗରିକଙ୍କୁ ଘରେ ଭାକ୍ସିନ୍ ଦେବା ନିଷ୍ପତିକୁ ସ୍ୱାଗତ ଜଣାଇଲେ ବିଜେପି ନେତା ସିଦ୍ଧାର୍ଥ ସିଂହ

ଭୁବନେଶ୍ବର: ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସିନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ | ଶ୍ରୀ ସିଂହ କହିଛନ୍ତି ଯେ

ବରିଷ୍ଠ ନାଗରିକଙ୍କ ଘରୁ ସାମ୍ପୁଲ ସଂଗ୍ରହ କରିବ ବିଏମସି

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ପାଇଁ ଟେଷ୍ଟିଂ ସୁବିଧା ଯୋଗାଇଲା ବିଏମସିି। ସୋମବାରଠୁ ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ ।ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯିବା ସହ ଟିକା କେନ୍ଦ୍ରକୁ