ପୋଲ ତଳୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ
ଭଦ୍ରକ : ପୋଲ ତଳେ ପଡିଛି ମୃତଦେହ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ଅଞ୍ଚଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ପେଟ୍ରୋଲ ପମ୍ପ୍ ନିକଟ ପୋଲ ତଳେ ମୃତଦେହଟି ପଡିଛି ।!-->!-->!-->…