Sign in
Sign in
Recover your password.
A password will be e-mailed to you.
Yearly Archives
2021
ସୁନା ଝିଅକୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୮ା୪: ସୁନା ଝିଅ ଝିଲ୍ଲିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିନିୟର ଏସିଅ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶାକୁ ଗର୍ବିତ କରିଛନ୍ତି । ଏହି!-->…
ଶ୍ରୀମନ୍ଦିରରେ ଅଘଟଣ, ମହାପ୍ରଭୁଙ୍କର ବଡ ମହାସ୍ନାନ
ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୁଇ ଜେଟିପିଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଖବର ମିଳିଛି । ଶ୍ରୀମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଘଟଣାର ତଦନ୍ତ କରାଯିବ ବୋଲି!-->…
ମଙ୍ଗଳାବାଗ ଥାନାକୁ ଆସିଲା ହାଇଦରର କାର୍
କଟକ: ଗ୍ୟାଙ୍ଗଷ୍ଟର ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି । ଚମ୍ପଟ ମାରିବା ଘଟଣାରେ ଆଉ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଏସସିବିରୁ ଯେଉଁ କାରରେ ଚମ୍ପଟ ମାରିଥିଲା ସେଇ କାର କଟକରେ ପହଞ୍ଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ କାରଟିକୁ ଜବତ!-->…
କୁମ୍ଭ ଫେରାନ୍ତଙ୍କ ପାଇଁ ଏସଆରସିଙ୍କ ନୂଆ ଗାଇଡ଼ଲାଇନ
*କୁମ୍ଭମେଳା ଫେରାନ୍ତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ |
*ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ କୁମ୍ଭମେଳା ଫେରାନ୍ତଙ୍କ ତାଲିକା ପ୍ରଦାନ |
*ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବେ |
ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ
ରାୟପୁର: ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋର୍ ଆଉ ନାହାନ୍ତି ।୯୯ ବର୍ଷ ବୟସରେ ସେ ୧୫ ଏପ୍ରିଲ୍ ୨୦୨୧ ଦିନ ୧୨ ୩୦ ରେ ଖରିଆରୋଡ୍ ସ୍ଥିତ ନିଜ ବାସ ଭବନରେ ଈହଧାମ ତ୍ୟାଗ କରିଛନ୍ତି। ମାତ୍ର ତେର ବର୍ଷ ବୟସରୁ ଗାନ୍ଧିଜିଙ୍କୁ ଭେଟି ପ୍ରତ୍ୟକ୍ଷ ଭାବରେ ସ୍ୱାଧିନତା ସଂଗ୍ରାମରେ!-->…
ଅସମ୍ଭାଳ କରୋନାସ୍ଥିତି: ୪ରୁ ୫ ଗୁଣା ବଢିବ ଶଯ୍ୟା ସଂଖ୍ୟା
*୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା |
*କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ ଦିଆଯିବା |
*ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ |
କୋଭିଡ୍ ହସ୍ପିଟାଲରେ ନିଆଁ, ୫ ମୃତ
*ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି |
