Odia News Portal
Yearly Archives

2021

ନାଲକୋକୁ ଉତ୍କଳ-ଇ କୋଇଲା ଖଣି ଲିଜ୍

ଭୁବନେଶ୍ୱର : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଏପ୍ରିଲ 12 ତାରିଖରେ ଏକ ବିଜ୍ଞପ୍ତି

ଦଳବିରୋଧୀ କାର୍ଯ୍ୟ ପାଇଁ ୨ ବିଜେଡି ନେତା ନିଲମ୍ବିତ

ସୁନ୍ଦରଗଡର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡି ନେତା ନିଲମ୍ବିତ । ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ । ଏନେଇ ବିଜେଡି ଗଣମାଧ୍ୟମ

ଚୂନମାଟି ଅତଡା ଖସି ୩ ମହିଳାଙ୍କ ମୃତ୍ୟୁ

ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି । ଚୂନମାଟି ଅତଡା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ଥିବା ଜଣାଯାଇଛି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ରାଜ୍ୟରେ କରୋନା ସଂକ୍ରମଣକୁ

ଖସିଗଲା ଦଲାଲ, ୩ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ପଟରୁ ୩ଜଣ ନାବାଳିକାଙ୍କୁ ଉଦ୍ଧାର ଜରିଛି ପୁଲିସ । ମାଲକାନଗିରି ବ୍ଲକ ଶୋରିଷମାଳ ଗ୍ରାମରୁ ଏହି ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଧ୍ରପ୍ରଦେଶର ଏକ କାଗଜକଳରେ କାମ କଲେ ଅଧୁକ

ରଶ୍ମିରଞ୍ଜନଙ୍କ ମାଷ୍ଟରମାଇଣ୍ଡ ଆଗରେ ହାର ମାନିଲା ହାଇଦର

ଭୁବନେଶ୍ୱର: ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଜଣିଆ ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର । ହାଇଦରକୁ ଗିରଫ କରିବା ପଛରେ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କର ରହିଛି ବଡ଼ ଭୂମିକା | ଜାହିରାବାଦରେ ଜଣେ

ସୀମାନ୍ତ ଜିଲ୍ଲାରେ ଶନି ଓ ରବି ଟିକାକରଣ ବନ୍ଦ

ଭୁବନେଶ୍ବର : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ

କୁମ୍ଭମେଳାରୁ ଫେରିଥିଲେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ବେଙ୍ଗାଲୁରୁ: କର୍ଣ୍ଣାଟକର କରୁନାହାନ୍ତି ସଂକ୍ରମଣ 11 ଲକ୍ଷ ମାର୍କ ଅତିକ୍ରମ କରିଥିବାରୁ ରାଜ୍ୟ ସରକାର ଶୁକ୍ରବାର ହରିଦ୍ୱାରର ମହା କୁମ୍ଭମେଳାରୁ ଫେରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ COVID-19 ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ