Odia News Portal
Yearly Archives

2021

ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ

ସିବିଆଇ ପୂର୍ବତନ ନିର୍ଦ୍ଦେଶକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି । ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା । ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ

୧୨୦ ଘଣ୍ଟାର ହାଇଦର କାହାଣୀ ବଖାଣିଲେ ସିପି

*୧୨୦ଘଣ୍ଟାର ଅପରେସନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା | * ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ | *ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର | *୭ ଜଣ ସହଯୋଗୀଙ୍କୁ ମଧ୍ୟ କରାଯାଉଛି ପଚରାଉଚରା |

ବେଡରେ କଣ ନେବାକୁ ଚାହାଁନ୍ତି କରୀନା : ମଦ, ପଜାମା ଓ …

ନୂଆଦିଲ୍ଲୀ: ବି-ଟାଉନ୍ ବେଗମ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ଡିସକଭରି ପ୍ଲସରେ ଷ୍ଟାର୍ ବନାମ ଫୁଡ ନାମକ ପ୍ରଥମ କୁକରୀ ଶୋ ଚହଳ ସୃଷ୍ଟି କରିସାରିଛି। ଏହାର ପ୍ରୋମୋ କିଛି ଦିନ ପୂର୍ବରୁ ଉନ୍ମୋଚିତ ହୋଇଥିଲା ଏବଂ ଅନ୍‌ଲାଇନ୍‌ରେ ଏକ ଉତ୍ସାହ ସୃଷ୍ଟି କରିଥିଲା ​​| ତେବେ ଏହି ଶୋ ରେ କରୀନା

ଓଡ଼ିଶା ପହଞ୍ଚିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର: ଓଡ଼ିଶାରେ ଫେରିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଆଜି ହାଇଦରକୁ ଭୁବନେଶ୍ବର ଅଣା ଯାଇଛି । ସୂଚନା ଅନୁଯାୟୀ, ହାଇଦର ତେଲେଙ୍ଗାନାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚବା ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କଟକ ନିଆଯାଉଛି । ଆଜି ଜେଏମଏଫସି

ସଙ୍କଟ ମୋଚନ ପାଲଟିଲେ ପୁଲିସ୍‌ କମିଶନର

*ଓଡିଶା ପୁଲିସ୍‌ରେ ଗତ ୫ଦିନ ଧରି ଲାଗିଥିବା କଳାଦାଗକୁ ଛଡାଇବାରେ ଗ୍ରହଣ କଲେ ପ୍ରମୁଖ ଭୂମିକା । *ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା ସହ ହାଇଦରକୁ ନିଶ୍ଚିତ ଗିରଫ କରାଯିବ ବୋଲି ଦେଇଥିଲେ ଦୃଢୋକ୍ତି । *ଫେରାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ କଲେ ଗିରଫ ।

ମୋରିସଙ୍କ ଧମାକାରେ ରୟାଲ୍ସ ବିଜୟୀ

ମୁମ୍ବାଇ : କ୍ରିସ ମୋରିସଙ୍କ ଧମାକାରେ ଜବରଦସ୍ତ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଗତ ମ୍ୟାଚରେ ସହଜ ବିଜୟରୁ ଅଳ୍ପକେ ପରାଜୟବରଣ କରିଥିବା ରାଜସ୍ଥାନ କିନ୍ତୁ ଏହି ମ୍ୟାଚ୍ରେ ପରାଜୟମୁହାଁ ମ୍ୟାଚକୁ ଜିତିନେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ