Odia News Portal
Yearly Archives

2021

ପୁଣି ଥରେ ବିବାହ କଲେ ପୂଜା ବାନାର୍ଜୀ

ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଦ୍ବିତୀୟ ଥର ପାଇଁ କୁନାଲ ବର୍ମାଙ୍କ ହାତ ଧରିଛନ୍ତି ପୂଜା । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ପୂଜା ଓ କୁନାଲ ଉଭୟ

କଣ ରଖିଲେ ଘରେ ଧନର ଅଭାବ ରହେ ନାହିଁ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି

ଆଜି ଶତାଦ୍ଧୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ଆଜି ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚମ ଓ ଉତ୍ତର-ୟୁରୋପର କିଛି ଅଂଚଳରେ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡ଼ିଶାରେ ଏହା

ଆଜି ଭାରତ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ଟି-୨୦

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦ ଜିତି ସାରିଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜି ଭାରତ ବିଜୟୀ ହେଲେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ

କରୋନା କଟକଣାକୁ ମାନି ଡଙ୍ଗା ଭସାଇଲେ ଲୋକେ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କରୋନା କଟକଣା ସତ୍ୱେ ଲୋକେ ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସାଇବାର ଚିତ୍ର ଦେଖିବାକୁ ମିଳିଛି । ଲୋକେ ପରିବାର ସହିତ ଏଭଳି ଡଙ୍ଗା ଭସାଉଛନ୍ତି, ଯାହାକୁ ଦେଖିଲେ ଲାଗୁନି ଯେ ଆଉ କରୋନାର ପ୍ରଭାବ ଅଛି । କଟକ ସହରରେ ସର୍ବସାଧାରଣ ଡଙ୍ଗାଭସା ଉପରେ କଟକଣା

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ହେଲିକପ୍ଟର

ଆଜିର ଦିନ ଭାରତୀୟ ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାରତୟ ବାୟୁସେନାକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା, ଏହା ବିଦେଶରୁ ଅଣାଯାଇନାହିଁ , ବରଂ ଦେଶରେ ତିଆରି ହୋଇଛି । ଏହି ଲାଇଟ କମ୍ବେଟ ହେଲିକପ୍ଟର, ଏଲସିଏଚକୁ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଗତ ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା। ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି

ମପା ହେବ ହୀରାକୁଦ ଜଳ ଭଣ୍ଡାର

ମପାଯିବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ବିଶ୍ୱର ସର୍ବବୃହତ ମାଟିବନ୍ଧ ଗଭୀରତା ଓ ପଟୁ ମାଟି ମପାଯିବ । ଏନେଇ ସରକାରୀ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମହାନଦୀର ଜଳ ବିବାଦ ଟ୍ରିବୁନାଲରେ ଥିବା ବେଳେ ହୀରାକୁଦ ଡ୍ୟାମର ଗଭୀରତା ଓ ପଟୁ ମାଟି ମାପିବା

ପ୍ରତିଶୋଧ ନେଲା ଭାରତ

ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍‌ରେ ହରାଇ ଦେଇଛି ଭାରତ । ତା’ ସହ