Sign in
Sign in
Recover your password.
A password will be e-mailed to you.
Yearly Archives
2021
ପିପିଲିରୁ ୫୦ ଲକ୍ଷ ଜବତ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି
ପିପିଲି: ପିପିଲିରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି । ଟଙ୍କା ଜବତ ମାମଲାରେ ଅଟକ ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଛି । ଅଟକ ୨ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ!-->…
ପୁରୁଣା ୟୁନିଟ୍ ଚଳାଇବା ସପକ୍ଷରେ ରାଜ୍ୟ
ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ରାଜ୍ୟ ସରକାର ଓ ଏନ୍ଟିପିସିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ!-->…
୪ ଜିଲ୍ଲାକୁ ଯିବେ ୩୬ ପିଜି ଡାକ୍ତର
କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ରଣନୀତି |
ଖରା ପାଇଁ ବଦଳିଲା ଟିକାକରଣ ସମୟ
ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ |
ରାଫେଲ କିଣାରେ ଲାଞ୍ଚ କାରବାର ନେଇ ମୋଦିଙ୍କୁ କଂଗ୍ରେସର ଟାର୍ଗେଟ
ରାଫେଲ କିଣାରେ ଲାଞ୍ଚ କାରବାର ନେଇ ଫ୍ରାନ୍ସ ୱେବସାଇଟରେ ଦାବି
ମାଓ କବଜାରେ ନିଖୋଜ ଯବାନ
ମାଲକାନଗିରି: ଅ ।ଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ!-->…
ଦେଶରେ ସଂକ୍ରମଣର ନୂଆ ରେକର୍ଡ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦୁ୍ତ ଗତିକୁ ଦେଖି ଛାନିଆ ପଶିଲାଣି । କିଛି ଦିନ ତଳେ ଦ୍ୱିତୀୟ ସଂକ୍ରମଣର ନାଁ ଶୁଣିବାକୁ ମିଳିଥିବାବେଳେ ଆଜି କୋକୁଆ ଭୟ ସୃଷ୍ଟି କରିଛି । କରୋନାଭାଇରସଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ କରି ଦୈନିକ ସଂକ୍ରମଣ!-->…
୨ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ
ନୂଆପଡ଼ା: ଜନସାଧାରଣ ଓ ପୋଲିସ୍ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ,ସୁରକ୍ଷା,ସେବା ପାଇଁ ନୂଆପଡ଼ାରୁ ୨ଜଣ ପୋଲିସ୍ ଅଧିକାରୀ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ ପାଇଛନ୍ତି |ତେବେ ଏହି ପଦକର ହକଦାର୍ ହୋଇଛନ୍ତି ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଏବଂ ଏସଆଇ ଦେବାଶିସ ରାଉତ୍ |
ତେବେ!-->!-->!-->!-->!-->…
